ଭୁବନେଶ୍ବର,୧୪/୧୨- ମାଜିଷ୍ଟେଟ୍ଙ୍କ ନାମ କହି ଟଙ୍କା ଠକେଇ। ଭୁବନେଶ୍ବର କୋର୍ଟ ନିକଟରେ ଏକ ମାଜିଷ୍ଟେଟ୍ଙ୍କ ନାମରେ ଟଙ୍କା ଠକେଇ ନେବା ଘଟଣା ଚର୍ଚା ପାଲଟିଛି। ନିଜକୁ ଏକ ଗଣମାଧ୍ୟମର ପ୍ରତିନିଧି କହୁଥିବା ଜଣେ ଯୁବକ ଏପରି କରିଛି। ଓକିଲାତି ଲାଇସେନ୍ସ ନଥିବା ବେଳେ ଉକ୍ତ ଯୁବକ ଓକିଲାତି କରୁଥିବା ଥା କହି କଳା ସାର୍ଟ କଳା ପ୍ୟାଣ୍ଟ୍ ପିନ୍ଧି ଏକ କଳା କାର୍ଟ ପିନ୍ଧି ଏପରି ଠକେଇ କରିଛି। ଏନେଇ ଉକ୍ତ ଯୁବକଙ୍କ ନାମରେ ରାଜ୍ୟ ଆଇନଜୀବୀ ପରିଷଦ ଓ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରାଯିବ ବୋଲି ଜଣାପଡ଼ିଛି।
Read MoreCategory: STATE
ସାରା ଦେଶରେ ଚର୍ଚା, ବିଦେଶ ମାଟିରେ ଜାତିର ପିତାଙ୍କୁ ଅସମ୍ମାନ
ଭୁବନେଶ୍ୱର,୩/୧୦: ଥାଇଲାଣ୍ଡରେ ଏକ ହୋଟେଲ ସମ୍ମୁଖରେ ସୁରକ୍ଷାଧାରୀ ପରି ଦୁଇ ପାଶ୍ୱରେ ଠିଆ କରାଯାଇଛି ମହାତ୍ମା ଗାନ୍ଧୀ ଓ ରବୀନ୍ଦ୍ର ନାଥ ଟାଗୁରଙ୍କ ମୂର୍ତ୍ତି । ଏନେଇ ଥାଉଲଣ୍ଡ ସରକାର ତୁରନ୍ତ ପଦକ୍ଷେପ ନେଇ ମହାପୁରୁଷଙ୍କୁ ଉଚିତ୍ ସ୍ଥାନରେ ରଖିବାକୁ ଆଜି ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ନୀରବ ପ୍ରତିବାଦ କରାଯାଇଛି । ଗତ ୧ତାରିଖରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଅଲ୍ ଓଡିଶା ଲୟର୍ସ ଫୋରମର ଆବାହକ ଡ଼ ଲିଙ୍ଗରାଜ ସାହୁ ଓ ବରିଷ୍ଠ ନାଗରିକ ଗୌର ଚନ୍ଦ୍ର ମହାପାତ୍ର ଏହି ଦାବିପତ୍ର ପ୍ରଦାନ କରିଥିବା ବେଳେ ଗାନ୍ଧୀ ଜୟନ୍ତୀରେ ଗାନ୍ଧୀ ମାର୍ଗରେ ପ୍ରତିବାଦ କରାଯାଇଥିଲା। ଥାଇଲଣ୍ଡ ସରକାର ତରନ୍ତ ପଦକ୍ଷେପ ନେଇ ମହାପୁରୁଷଙ୍କୁ ଉଚିତ୍ ସ୍ଥାନରେ ରଖିବାକୁ ଉଦ୍ୟମ କରିବାକୁ ବୁଦ୍ଧିଜୀବୀ ଓ ବିଭିନ୍ନ ସମାଜସେବୀ ଦାବି ଜଣାଇଛନ୍ତି। ଜାତିର ପିତା ମହାତ୍ମା ଗାନ୍ଧୀ…
Read Moreକର୍ପୋରେଟ୍ ଲ’ ପୁସ୍ତକ ଲୋକାର୍ପିତ
ଭୁବନେଶ୍ୱର, ୨୮/୮: ଓମାନ୍ ଦେଶରେ ଅଧ୍ୟାପନା କରୁଥିବା ପ୍ରବାସୀ ଓଡ଼ିଆ ଡକ୍ଟର ଶେଲୀ ମହାନ୍ତିଙ୍କ ଦ୍ଵିତୀୟ ଇଂରାଜୀ ପୁସ୍ତକ ‘କର୍ପୋରେଟ୍ ଲ’ ଆଜି କେଦାରନାଥ ଗବେଷଣା ପ୍ରତିଷ୍ଠାନ ସଭାଗୃହରେ ଲୋକାର୍ପିତ ହୋଇଯାଇଛି । ବରିଷ୍ଠ ପ୍ରଶାସକ ରଘୁନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଫକୀର ମୋହନ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ କୁଳପତି ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର କୁମରବର ଦାସ ମୁଖ୍ୟ ଅତିଥି ଓ କିଟ୍ ଲ’ ସ୍କୁଲ୍ର ପ୍ରାଧ୍ୟାପକ ଡ. ନବୀନ ଚନ୍ଦ୍ର ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ପୁସ୍ତକର ଲୋକାର୍ପଣ ସହ କର୍ପୋରେଟ୍ ଆଇନ୍ ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ପଣ୍ଡିତ ବିରଞ୍ଚି ନାରାୟଣ ମିଶ୍ର ବେଦପାଠ ଓ ସୁଶ୍ରୀ ଗାୟତ୍ରୀ ଦାସ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ. ରମେଶ ଚନ୍ଦ୍ର ପାଣି, ଡ. ଶର୍ମିଷ୍ଠା ମହାପାତ୍ର, ଜୀବନବଲ୍ଲଭ…
Read Moreଦିନବନ୍ଧୁ ମଲିଆଙ୍କୁ ଜୀବନବ୍ୟାପି ସାଧନା ପାଇଁ “ଶିବ ଭଜନ ସମ୍ମାନ”
ଭୁବନେଶ୍ୱର,- ଶ୍ରାବଣ ଶେଷ ସୋମବାର ଉପଲକ୍ଷେ ଲିଙ୍ଗରାଜ ମନ୍ଦିର ନିକଟରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ପୂର୍ବ ରାତିରୁ କାଉଡ଼ିଆମାନେ ଧାଡ଼ିବାନ୍ଧି ମନ୍ଦିର ସିଂହଦ୍ୱାର ନିକଟରେ ଅପେକ୍ଷା କରି ଭୋରୁ ମନ୍ଦିରକୁ ପ୍ରବେଶ କରି ମହାଦେବଙ୍କୁ ପାଣି ଢ଼ାଳିଥିଲେ । ଏହି ଅବସରରେ ବୋଲବମ୍ ସାଂସ୍କୃତିକ ମହୋତ୍ସବ ଆୟୋଜିତ ହୋଇଥିଲା । ବିଣାପାଣୀ ନାଟ୍ୟ ସଂସ୍ଥା ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂସ୍ଥାର ସମ୍ପାଦକ ବିଚିତ୍ର ମଲିଆଙ୍କ ସଭାପତିତ୍ୱ କରିଥିଲେ । ବରିଷ୍ଟ କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦେଶକ ଦିନବନ୍ଧୁ ମଲିଆଙ୍କ ଦ୍ୱାରା ଓ ତାଙ୍କ ନିର୍ଦେଶନାରେ ଭଜନ ପରିବେଷଣ କରାଯାଇଥିଲା । ଏହି ଅବସରରେ ରଙ୍ଗିଲା ଡ୍ୟାନ୍ସ ଅନୁଷ୍ଠାନର ମୁଖ୍ୟ ଦିଲ୍ଲୀପ ସ୍ୱାଇଁଙ୍କ ସଂଯୋଜନାରେ ନୃତ୍ୟ ପରିବେଷଣ କରାଯାଇଥିଲା । ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଡ଼ ଲିଙ୍ଗରାଜ…
Read MoreVoice of Odisha lawyers echoed abroad; signature campaign held in Thailand over Bharat Ratna demand for Madhu Babu
Bhubaneswar: The Nationalist movement, protection of Odia language, and formation of separate Odisha state were the results of the great struggles of Gopabandhu Das. Similarly, Madhusudan Das, who became poor for the sake of Odia art, culture, and heritage, was the main force behind the formation of a linguistic state or province. Despite their contributions, the two great men have not received due recognition in India. Demands for posthumous Bharat Ratna awards, installation of their statues in the Parliament premises, and naming of trains after them have not subsided. In…
Read Moreନୂଆ ଗାଁ ଗ୍ରାମୀଣ ବିକାଶ ମଞ୍ଚ ରାଜ୍ୟସ୍ତରୀୟ ରଜ ମହୋତ୍ସବ
ଭୁବନେଶ୍ୱର,୧୧/୬ : ଓଡ଼ିଶାର ଗଣପର୍ବ ରଜ ଆମ ରାଜ୍ୟର କଳା, ସଂସ୍କୃତି ଓ ପ୍ରକୃତି ସହ ଗଭୀର ସମ୍ପର୍କରେ ଜଡିତ। ଚଳିତବର୍ଷ ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚ ପକ୍ଷରୁ ରାଜ୍ୟସ୍ତରୀୟ ରଜ ମହୋତ୍ସବ ପାଳନକୁ ବେଶ୍ ଧୁମ୍ଧାମରେ ବ୍ୟାପକ ରୂପେ ଏକ ସ୍ଵତନ୍ତ୍ର ଢଙ୍ଗରେ ପାଳନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଜୁନ ୧୪ ତାରିଖରୁ ତିନିଦିନ ବ୍ୟାପୀ ଏହି ପର୍ବ ନୂଆଗାଁ ରଜ ମେହାତ୍ସବ ପଡିଆରେ ପାଳନ କରାଯିବ । ଏଥୁରେ ରାଜ୍ୟ ଓ ରାଜ୍ୟ ବାହାରର କଣ୍ଠଶିଳ୍ପୀ, ନୃତ୍ୟଶିଳ୍ପ, ହାସ୍ୟ ଅଭିନେତା ଓ ଅନ୍ୟାନ୍ୟ ପ୍ରତିଭାଧାରୀ ଯୋଗ ଦେଇ ସେମାନଙ୍କର କଳାନୈପୁଣ୍ୟ ପ୍ରଦର୍ଶନ କରିବେ । ସେହିପରି ଖୋର୍ଦ୍ଧାଗଡର ପାଇକ ପୁଅ ସେମାନଙ୍କର ଗରିମାମୟ ବୀରତ୍ଵର ଗାଥାକୁ ମଧ୍ୟ ସୁସଜ୍ଜିତ ଢଙ୍ଗରେ ପ୍ରଦର୍ଶନ କରିବେ। ଆହୁରି ମଧ୍ୟ ରାଜ୍ୟସ୍ତରୀୟ ବଡିବିଲିଂ ଆକର୍ଷଣର ଅନ୍ୟତମ ବିନ୍ଦୁ…
Read MoreSunil Bansal played a crucial role in strengthening the BJP in Odisha for the Lok Sabha and Vidhana Sabha elections
MUKHYA KHABAR- Sunil Bansal played a crucial role in strengthening the BJP in Odisha for the Lok Sabha and Vidhan Sabha elections. His strategic brilliance and innovative approaches revitalized the party’s cadre and structure, making the BJP a formidable independent force in the state. Bansal’s deep involvement in grassroots-level management ensured effective campaign organization and local issue resolution, leading to significant electoral successThe dynamic political landscape of Odisha made it a crucial battleground in this year’s Lok Sabha election. “In politics, nothing happens by accident. If it happens, you can…
Read Moreelectric scooter – Ampere Nexus, at a starting price of Rs. 1,09,900
● Entirely designed, developed, and manufactured in India, boasting Best in Class technology and features● Achieved four iconic records during the expedition from Kashmir to Kanyakumari Bhubaneswar, May 22nd2024: Greaves Electric Mobility Private Limited (GEMPL), the e-mobility arm of Greaves Cotton Limited, today unveils its first high-performance family electric scooter, the Ampere Nexus, starting at INR 1,09,900 (ex-showroom) at authorized dealership “SURYA AUTOELECTRON” Ampere, Bhubaneswar”. Ampere Nexus is entirely designed, developed, and manufactured in India, featuring multiple first-ever innovations and class-leading specifications.The Ampere Nexus comes in four attractive colours: Zanskar…
Read Moreଏକାମ୍ରରେ କଂଗ୍ରେସର ରୋଡ଼୍ ଶୋ
ଭୁବନେଶ୍ବର,୧୮/୫: ସାଧାରଣ ନିର୍ବାଚନ ପାଇଁ ହେବାକୁ ଯାଉଛି ମତଦାନ । ଏହି କ୍ରମରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ର ତଥା ଏହାର ଅନ୍ତର୍ଗତ ୭ଟି ବିଧାନସଭାରେ ତୀବ୍ର ହେବାରେ ଲାଗିଛି କ୍ୟାମ୍ପେନିଂ ୱାର । ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପକ୍ଷରୁ ଦଳୀୟ ପ୍ରାର୍ଥୀଙ୍କୁ ନେଇ ରୋଡ ସୋ ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରିଛି ଦଳ । ଭୁବନେଶ୍ୱର ଲୋକସଭା ଆସନ ସାଂସଦ ପ୍ରାର୍ଥୀ ସୟଦ ୟାସିର ନଓ୍ବାଜ ଏବଂ ଏକାମ୍ର ବିଧାୟକ ପ୍ରଶାନ୍ତ ଚମ୍ପତି ତାଙ୍କ ସମର୍ଥକ ମାନଙ୍କୁ ସାଙ୍ଗରେ ଧରି ଏହି ରୋଡ ସୋ କରିଛନ୍ତି । ଲିଙ୍ଗରାଜ ମନ୍ଦିର ନିକଟରୁ ବିହାରୀ ରାମେଶ୍ବର ପାଟଣା ଛକ ପର୍ଯ୍ୟନ୍ତ ରଥ ରୋଡ଼୍ରେ ବିରାଟ ପଦଯାତ୍ରା କରାଯାଇଛି । ଏହି ଅବସରରେ ସାଂସଦ ପ୍ରାର୍ଥୀ ସୟଦ ୟାସିର ନଓ୍ବାଜ କହିଛନ୍ତି, “ପ୍ରଚାରର ପ୍ରଥମ ଦିନରୁ ହିଁ…
Read Moreରିୟଲିଟି ଶୋ ବିଜେତା ଋତୁରାଜ ଦାସଙ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର,୮/୫- ରିଏଲିଟି ଶୋ ଟିକେ ଡାନ୍ସ ଓ ଟିକେ ଆକ୍ଟିଙ୍ଗ ରେ ପ୍ରଥମ ସ୍ଥାନ ଅଧିକାର କରି ବିଜୟ ଲାଭ କରିଥିବା ସୁନ୍ଦରପଦାର ଋତୁରାଜ ଦାସଙ୍କୁ ରାଜଧାନୀ ସଂଗ୍ରାମୀ ସଂଗ୍ରାମୀ ସେବାସଙ୍ଘ ତରଫରୁ ଜୟଦେବ ଭବନ ପରିସର ଠାରେ ସମ୍ବର୍ଦ୍ଧିତ କରାଯାଇଅଛି ।ଋତୁରାଜ ତାଙ୍କର ୪୦୦ ପ୍ରତିଯୋଗୀଙ୍କୁ ନୃତ୍ୟ ଓ ଅଭିନୟ ମାଧ୍ୟମରେ ପଛରେ ପକାଇ ଏହି ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ। ରାଜଧାନୀ ସଂଗ୍ରାମୀ ସେବାସଙ୍ଘର ପ୍ରତିଷ୍ଠାତା ନାରାୟଣ ଚନ୍ଦ୍ର ଓଝାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରୋଟାରି କ୍ଳବ ଫେଲୋସିପର ସଭାପତି ଗଦାଧର ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ଋତୁରାଜ ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଋତୁରାଜ ଦାସଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥିଭାବେ ବିଶିଷ୍ଟ ସମାଜସେବୀ ଲିଙ୍ଗରାଜ ସାହୁ, ରକ୍ତଦାତା ତନ୍ମୟ ସାମନ୍ତରାୟ, ରତିକାନ୍ତ ଦାସ, ନିରଞ୍ଜନ…
Read More