ମୋର ବିଜେପିରେ ଆଉ କିଛି କାମ ନାହିଁ-ଅମୀୟ ଦାଶ, ପୁରୁଣା ଆରଏସ୍‌ଏସ୍‌ ଓ ବିଜେପି ନେତା ବିଜେଡ଼ିରେ ମିଶିଲେ, ‌ହେଲେ ସାଧାରଣ ସମ୍ପାଦକ

ମୁଖ୍ୟମନ୍ତ୍ରୀ, ୫ଟି ଅଧ୍ୟକ୍ଷ ଓ ପ୍ରଣବଙ୍କୁ ଶୁଭେଚ୍ଛା ଜଣାଇଲେ ଭୁବନେଶ୍ବର,୩/୫ – ଭୁବନେଶ୍ବରର ପୁରୁଣା ରାଷ୍ଟ୍ରୀୟ ସ୍ବୟଂ ସହାୟକ ସଂଘ ନେତା ତଥା ପୂର୍ବତନ ବିଜେପି ଜିଲ୍ଲା ସଭାପତି ଅମୀୟ ଦାଶ ବିଜେଡ଼ିରେ ଯୋଗଦେଇଛନ୍ତି। ବୁଧବାର ଅପରାହ୍ନରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କୁ ପ୍ରାର୍ଥନା କରି ମନ୍ଦିର ନିକଟରୁ ବିଶାଳ ଶୋଭାଯାତ୍ରାରେ ରଥଦାଣ୍ଡ ପରିକ୍ରମା ଶଙ୍ଖ ଭବନରେ ବିଜେଡ଼ିରେ ଯୋଗ ଦେଇଥିଲେ । ଶହ ଶହ ସମର୍ଥକଙ୍କ ସହ ବିଭିନ୍ନ ପାରମ୍ପରିକ ବାଦ୍ୟରେ ରଥ ଦାଣ୍ଡ ପରିକ୍ରମା କରି  । ଶ୍ରୀ ଦାଶ ଏନେଇ କୁହନ୍ତି ଲୋକଙ୍କୁ ଅଧିକ ସାହାଯ୍ୟ କରିବା ପାଇଁ ସେ ବିଜେଡ଼ିରେ ଯୋଗ ଦେଉଛନ୍ତି, ପିଲାଟି ବେ‌ଳୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପରିବାର ସହ ଜଡ଼ିତ ରହି କାର୍ଯ୍ୟ କରିଆସୁଥିଲି। ରାମ ମନ୍ଦିର ଆନ୍ଦୋଳନ ବେଳୁ ଭାରତୀୟ ଜନତା ପାର୍ଟିରେ ଯୋଗଦେଇ କାର୍ଯ୍ୟ କରୁଥିଲି।…

Read More

Treating the less fortunate children born with facial deformities like cleft lip and palate

A cleft lip and cleft palate are defects in a baby’s upper lip or roof of their mouth (palate). They’re congenital abnormalities (birth defects) that form during development of foetus. Cleft lips and cleft palates happen when tissues of the upper lip and roof of the mouth don’t join together properly during fetal development. In most cases, there’s no known cause of cleft lip or cleft palate, and parents can’t prevent it. Most scientists believe a combination of genetic (inherited) and environmental (folic acid deficiency, smoking, anti-seizure medications etc) factors…

Read More

ଟିକେଟ ମିଳିବା ବିଳମ୍ବ; କର୍ମୀ ମହଲରେ ଅସନ୍ତୋଷ

ନିମାପଡ଼ା, ୧୩/୪ (ମୁଖ୍ୟ ଖବର, ଗଦାଧର ଦାସ) : ଆସନ୍ତା ଜୁନ ୧ ତାରିଖରେ ଜଗତସିଂହପୁର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନିମାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ୨୮୧ ବୁଥରେ ୨ ଲକ୍ଷ ୪୪ ହଜାର ୫୦୩ ଜଣ ଭୋଟର ଥିବା ବେଳେ ଏହି ନିର୍ବାଚନମଣ୍ଡଳୀରେ ବିଜେଡି ସମର୍ଥକ ପ୍ରାୟ ୬୦ ପ୍ରତିଶତରୁ ଅଧିକ ହେବ ।୨୦୦୪ ମସିହାରେ ବିଜେଡିର ସମୀର ରଞ୍ଜନ ଦାଶ ପ୍ରାର୍ଥୀ ହୋଇ ବିଜୟୀ ହୋଇ ଲଗାତାର ୨୦୧୪, ୨୦୧୯ ରେ ବିଜୟୀ ହୋଇ ମନ୍ତ୍ରୀ ପଦ ହାସଲ କରିଥିଲେ । ତାଙ୍କର ସାଂଗଠନିକ ଦକ୍ଷତା ହେତୁ ସେ ପ୍ରତି ନିର୍ବାଚନରେ ବିରୋଧୀ ଙ୍କୁ ପଛରେ ପକାଇ ବିଜୟୀ ହୋଇ ଆସୁଛନ୍ତି । ମାତ୍ର ସାଧାରଣ ନିର୍ବାଚନ ଆଉ ଅଳ୍ପ ଦିନ ଥବା ବେଳେ ନିମାପଡ଼ା ନିର୍ବାଚନ ମଣ୍ଡଳୀର ବିଜେଡି ଦଳ ପ୍ରାର୍ଥୀଙ୍କ ନାମ…

Read More

Tripura: Utkal Diwas” was observed on the occasion of the foundation day of Odisha State

Odia Samaj Tripura Utkal Diwas” was observed on the occasion of the foundation day of Odisha State” today in Muktadhara Auditorium. Governor Indrasena Reddy Nallu inaugurated the event. On the occasion, the Governor unveiled a commemorative plaque named “Chakadola”. Inaugurating the program, Governor Indrasena Reddy Nallu said that he is happy to participate in the Utkal festival.  The Governor said, “Odisha’s heritage, culture and arts are well known in the country and abroad.” He also highlighted Odisha’s educational infrastructure, Odissi dance arts, Jagannath Temple in Puri, Surya Temple in Konark,…

Read More

ଆଉ ହାତବାନ୍ଧି ବସିବେନି ଷ୍ଟାମ୍ପଭେଣ୍ଡର, ଷ୍ଟାମ୍ପ ଭେଣ୍ଡରଙ୍କ ଇ-ଷ୍ଟାମ୍ପ କାର୍ଯ୍ୟାଳୟ ଉଦ୍‌ଘାଟିତ

ଭୁବନେଶ୍ୱର,୨/୪: ରାଜ୍ୟରେ ଇ- ଷ୍ଟାମ୍ପ ବ୍ୟାପକ ବ୍ୟବହାର ଯୋଗୁଁ ଷ୍ଟାମ୍ପ ବିକ୍ରିକରି ଗୁଜୁରାଣ ମେଣ୍ଟାଇ ପାରୁନଥିଲେ ଷ୍ଟାମ୍ପ ଭେଣ୍ଡର । ଇ-ଷ୍ଟାମ୍ପ ଶତକଡ଼ା ୯୦ବିକ୍ରି ହେଉଥିବା ବେଳେ ଷ୍ଟାମ୍ପ ପେପର ୧୦ଭାଗ ବିକ୍ରି ହେଉଥିଲା। ଏବେ ଷ୍ଟାମ୍ପ ଭେଣ୍ଡରଙ୍କ ଅବସ୍ଥା ସୁଧୁରିବ। ଏଣିକି ଷ୍ଟାମ୍ପ ଭେଣ୍ଡର କରିପାରିବେ ଇ-ଷ୍ଟାମ୍ପ ବିକ୍ରି। ସରକାରଙ୍କ ପକ୍ଷରୁ ୨ସପ୍ତାହ ପୂର୍ବରୁ ଏହି ଅନମତି ମିଳିଥିବା ବେଳେ ଆଜି ଷ୍ଟାମ୍ପ ଭେଣ୍ଡରଙ୍କ ଇ-ଷ୍ଟାମ୍ପ କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ଭୁବନେଶ୍ବରଠାରେ ପୁରୁଣା ବିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଏହି କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ଭୁବନେଶ୍ବର ସବ୍‌ ରେଜିଷ୍ଟାର ଜ୍ଞାନ ରଞ୍ଜନ ସାହୁ, ଖଣ୍ଡଗତରି ସବ୍‌ରେଜିଷ୍ଟାର ବିଶ୍ବଜିତ୍‌ ପ୍ରଧାନ ଓ ଷ୍ଟକ୍‌ ହୋଲଡିଂ ଓଡ଼ିଶା ମୁଖ୍ୟ ବିପିନ ବିହାରୀ ସାହୁ ଏହାକୁ ଉଦଘାଟନ କରିଥିଲେ। ଏଥିରେ ଭୁବନେଶ୍ବର ଷ୍ଟାମ୍ପ୍‌ ଭେଣ୍ଡର ସଂଘର ସଭାପତି ପ୍ରମୋଦ କୁମାର ଦ୍ବାଇଁ,…

Read More

ରଶ୍ମୀ ଆସିବା ପରେ ବିଜେପିରୁ ଏକାମ୍ରରୁ କିଏ ପାଇବ ଟିକେଟ୍‌

ଭୁବନେଶ୍ବର,(ମୁଖ୍ୟ ଖବର) ୩୦/୩- ମୁଖ୍ୟ ଖବର ଯାହା ପୂର୍ବରୁ ପ୍ରକାଶ କରିଥିଲା ତାହା ସତ ହେଲା। କଂଗ୍ରେସ ନେତ୍ରୀ ରଶ୍ମୀ ମହାପାତ୍ର କଂଗ୍ରେସରୁ ଦୂରାଇଥିବା କୁହାଯାଇଥିଲା। ଏବେ ରଶ୍ମୀ ମହାପାତ୍ର ବିଜେପିରେ ଯୋଗ ଦେଇଛନ୍ତି। ଟିକେଟ୍‌ ଆଶାରେ ନୁହେଁ ବରଂ ଦଳ ଯାହା ଦାୟିତ୍ବ ଦେବ ତାହା କରିବାକୁ ସେ ଘୋଷଣା କରିଛନ୍ତି। ତେବେ କିଏ କିଏ ହେବ ଏକାମ୍ରରେ ବିଜେପି ପ୍ରାର୍ଥି ! କିଏ ପାଇବ ଟିକେଟ୍‌ ? ପୁରୁଣା ନେତା ଥିବା ବେଳେ ନୂଆ ନେତାଙ୍କ ମଧ୍ୟରୁ ବିଜେପିରୁ ବିଜେଡ଼ିକୁ କିଏ ଟକ୍ଟର ଦେବ ତାହା ଦେଖିବାକୁ ଲୋକ ଚାହିଁ ବସିଛନ୍ତି। ଦଳର ପୂର୍ବତନ ସଭାପତି ସମୀର ମହାନ୍ତି, ବାବୁ ସିଂ, ଆମୀୟ ଦାଶ, ରଶ୍ମୀ ମହାପାତ୍ର ନା ମଦନ ମୋହନ ପ୍ରଧାନ କିଏ ଟିକେଟ୍‌ ପାଇବ ତାକୁ ନେଇ ଚର୍ଚା ବିଷୟ ପାଲଟିଛି। ପୂର୍ବତନ…

Read More

पत्रकार सुरक्षा विधेयक शामिल कि मांग की है पत्रकार संघों का संयुक्त मंच मंच के अध्यक्ष डॉ. लिंगराज साहू

चुनावी घोषणा पत्र में विशेष कानून घोषित करने की मांग नई दिल्ली: पत्रकारों की लंबे समय से चली आ रही मांग पूरी नहीं हुई है. पत्रकार सुरक्षा विधेयक को भारतीय जनता पार्टी के चुनावी घोषणा पत्र में शामिल किया जाना चाहिए। संवादिका मिलिटा मंच (पत्रकार संघों का संयुक्त मंच) ने पत्रकारों की सुरक्षा के लिए एक विशेष कानून घोषित करने की मांग की है। इसके लिए नई दिल्ली स्थित भाजपा कार्यालय में भाजपा की सह प्रभारी लता उसेंडी जी को एक मांग पत्र सौंपा गया है । मंच के अध्यक्ष…

Read More

Sambadika Milita Mancha submits demand letters to BJP & Congress in Delhi for inclusion of Journalist protection bill in poll manifesto

Bhubaneswar: The long standing demand of the journalists has not been fulfilled. Introduction of Journalists’ Protection Bill should be included in the poll manifesto of the Bharatiya Janata Party. The Sambadika Milita Mancha (Joint Forum of Journalists’ Associations) has demanded to declare a special law for the protection of journalists. For this, a demand letter has been submitted to Lata Usendi Ji, who is the Co- Incharge of the BJP at the BJP office in New Delhi. A representative congregation led by the convenor of the Mancha Dr Lingaraj Sahoo…

Read More

ଧମେନ୍ଦ୍ର ଲଢ଼ିବେ ସମ୍ବଲପୁରରୁ, ଚିନ୍ତାରେ ଅନ୍ୟଦଳ ନେତା,

ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରୁ ଲଢ଼ିବେ, ତାଙ୍କ ବିରୁଦ୍ଧରେ ବିଜେଡ଼ିର ଯୁବ ନେତା ତଥା ପାୱାରଫୁଲ ନେତା ବବି ଦାସ । ତେବେ ଧମେନ୍ଦ୍ର ପ୍ରଧାନ ସମ୍ବଲପୁର ମାଟିର ହୋଇଥିବାରୁ ଅନ୍ୟ ଦଳର ନେତା ଏବେ ଚିନ୍ତାରେ ଅଛନ୍ତି। ଧର୍ମେନ୍ଦ୍ର ପ୍ରଧାନ, ଖାଲି ଓଡିଶାର ନୁହଁ, ଜାତୀୟ ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା । ଦୀର୍ଘ ଦଶ ବର୍ଷ ଧରି କେନ୍ଦ୍ରରେ ଅତି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦରେ ରହି ନିଜ ପ୍ରତିଭାରେ ଖାଲି ଦେଶରେ ନୁହେଁ, ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି l ଆସନ୍ତା ୨୪ ସାଧାରଣ ନିର୍ବାଚନରେ ଧର୍ମେନ୍ଦ୍ର ପ୍ରଧାନ କେଉଁ ଆସନରୁ ନିର୍ବାଚନ ଲଢ଼ିବେ ତାହା ଜାଣିବା ପାଇଁ ସମସ୍ତେ ଅପେକ୍ଷା କରିଥିଲେ l ଆଜି ଦଳ ପକ୍ଷରୁ ଔପଚାରିକ ଭାବରେ ଘୋଷଣା ହୋଇଛି, ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ସଂସଦୀୟ…

Read More

ସାମ୍ବାଦିକଙ୍କ ପାଇଁ ସରକାର ଘୋଷଣା କରନ୍ତୁ        

ଭୁବନେଶ୍ୱର,୧୩/୩ : ନିର୍ବାଚନ ପୂର୍ବରୁ ସବୁ ସଂଘ ଓ କର୍ମଚାରୀଙ୍କ ଦାବି ଶୁଣିଲେ ସରକାର । ଏପରିକି ଯେଉଁମାନେ ଦାବି କରିନାହାଁନ୍ତି ସେମାନଙ୍କ ଦରମା ବୃଦ୍ଧି କରିଛି ସରକାର । ତେବେ କେବଳ ସାମ୍ବାଦିକଙ୍କ ଦାବି ପୂରଣ ହୋଇନାହିଁ । ନିର୍ବାଚନ ଘୋଷଣା ପୂର୍ବରୁ ତୁରନ୍ତ ସାମ୍ବାଦିକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ ନିମନ୍ତେ ଘୋଷଣା କରିବାକୁ ଦାବି କରିଛି ସାମ୍ବାଦିକ ମିଳିତ ମଂଚ । ଏଥି ପାଇଁ ରାଜ୍ୟ ସରକାର ତୁରନ୍ତ କମିଟି ଘୋଷଣା କରିବାକୁ ମଂଚର ଆବାହକ ଡ଼ ଲିଙ୍ଗରାଜ ସାହୁ ଦାବି କରିଛନ୍ତି । ଶ୍ରୀ କହିଛନ୍ତି ଯେ, ଅନେକ ସମୟରେ କାର୍ଯ୍ୟରତ ସାମ୍ବାଦିକମାନେ କର୍ତବ୍ୟ କରୁଥିବା ବେଳେ ବହୁବାର ଆକ୍ରମଣର ଶିକାର ହେଉଛନ୍ତି । ଏଣୁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ ତୁରନ୍ତ କରିବା ଆବଶ୍ୟକ ରହିଛି । ବିଭିନ୍ନ ସାମ୍ବାଦିକଙ୍କ…

Read More