ଭୁବନେଶ୍ବର,୧୪/୧୨- ମାଜିଷ୍ଟେଟ୍ଙ୍କ ନାମ କହି ଟଙ୍କା ଠକେଇ। ଭୁବନେଶ୍ବର କୋର୍ଟ ନିକଟରେ ଏକ ମାଜିଷ୍ଟେଟ୍ଙ୍କ ନାମରେ ଟଙ୍କା ଠକେଇ ନେବା ଘଟଣା ଚର୍ଚା ପାଲଟିଛି। ନିଜକୁ ଏକ ଗଣମାଧ୍ୟମର ପ୍ରତିନିଧି କହୁଥିବା ଜଣେ ଯୁବକ ଏପରି କରିଛି। ଓକିଲାତି ଲାଇସେନ୍ସ ନଥିବା ବେଳେ ଉକ୍ତ ଯୁବକ ଓକିଲାତି କରୁଥିବା ଥା କହି କଳା ସାର୍ଟ କଳା ପ୍ୟାଣ୍ଟ୍ ପିନ୍ଧି ଏକ କଳା କାର୍ଟ ପିନ୍ଧି ଏପରି ଠକେଇ କରିଛି। ଏନେଇ ଉକ୍ତ ଯୁବକଙ୍କ ନାମରେ ରାଜ୍ୟ ଆଇନଜୀବୀ ପରିଷଦ ଓ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରାଯିବ ବୋଲି ଜଣାପଡ଼ିଛି।
Read MoreCategory: CRIME
ଜମି ଦେବା ନାଁରେ ୭୨ ଲକ୍ଷ ଠକେଇ ଘଟଣା, ଠକ ଜମି ମାଲିକ ଜାମାନ୍ ନାମଞ୍ଜୁର, ପୁତୁରା ଗିରଫ
ଭୁବନେଶ୍ୱର,୨୨/୨ : ଜମି ମାଲିକ ହୋଇ ଠକେଇ କରିଥିବା ବ୍ୟକ୍ତିର ଜାମିନ୍ ନାମଞ୍ଜୁର ହୋଇଥିବା ବେଳେ ଏପଟେ ଠକର ପୁତୁରା ଗିରଫ। ଚନ୍ଦକା ଅଞ୍ଚଳରେ ଏକ ଜମି ବିକ୍ରି କରିବାକୁ କହି ଜଣେ ବିଭୂତି ଭୂଷଣ ମହାପାତ୍ର ନାମକ ବ୍ୟକ୍ତିଙ୍କ ଠାରୁ ଦୁଇ ଥରରେ ୭୨ ଲକ୍ଷ ଟଙ୍କା ଚଳୁ କରି ପରେ ଜମି ଦେବାକୁ ଭୂଆଁ ବୁଲାଉଥୁବା ଚନ୍ଦକା ଜେନା ସାହିର ଗୁରୁଚରଣ ନରେନ୍ଦ୍ର ନାମକ ଠକ ଜମି ମାଲିକକୁ ଗତ ଫେବୁଆରୀ ୭ତାରିଖରେ ଗିରଫ କରିଥିଲା ବଡ଼ଗଡ଼ ଥାନା ପୁଲିସ । ପରେ ପୁଲିସ ଥାନା କେସ ନମ୍ବର ୪୬୫ରେ ମାମଲା ରୁଜୁକରି ତଦନ୍ତ ଚଳାଇ ଦଫା ୪୨୦, ୫୦୬, ୩୪ ଆଇପିସି ଧାରାରେ କୋର୍ଟ ଚାଲାଣ କରିଥିଲା। ହେଲେ ଆଜି ମାନ୍ୟବର (ସିବିଆଇ) ସ୍ପେଶାଲ ଜର୍ଜ, କୋର୍ଟ ନଂ୧ ତଥା ଅତିରିକ୍ତ ସେସନ୍…
Read More