ଭୁବନେଶ୍ୱର,୧୧/୬ : ଓଡ଼ିଶାର ଗଣପର୍ବ ରଜ ଆମ ରାଜ୍ୟର କଳା, ସଂସ୍କୃତି ଓ ପ୍ରକୃତି ସହ ଗଭୀର ସମ୍ପର୍କରେ ଜଡିତ। ଚଳିତବର୍ଷ ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚ ପକ୍ଷରୁ ରାଜ୍ୟସ୍ତରୀୟ ରଜ ମହୋତ୍ସବ ପାଳନକୁ ବେଶ୍ ଧୁମ୍ଧାମରେ ବ୍ୟାପକ ରୂପେ ଏକ ସ୍ଵତନ୍ତ୍ର ଢଙ୍ଗରେ ପାଳନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଜୁନ ୧୪ ତାରିଖରୁ ତିନିଦିନ ବ୍ୟାପୀ ଏହି ପର୍ବ ନୂଆଗାଁ ରଜ ମେହାତ୍ସବ ପଡିଆରେ ପାଳନ କରାଯିବ । ଏଥୁରେ ରାଜ୍ୟ ଓ ରାଜ୍ୟ ବାହାରର କଣ୍ଠଶିଳ୍ପୀ, ନୃତ୍ୟଶିଳ୍ପ, ହାସ୍ୟ ଅଭିନେତା ଓ ଅନ୍ୟାନ୍ୟ ପ୍ରତିଭାଧାରୀ ଯୋଗ ଦେଇ ସେମାନଙ୍କର କଳାନୈପୁଣ୍ୟ ପ୍ରଦର୍ଶନ କରିବେ । ସେହିପରି ଖୋର୍ଦ୍ଧାଗଡର ପାଇକ ପୁଅ ସେମାନଙ୍କର ଗରିମାମୟ ବୀରତ୍ଵର ଗାଥାକୁ ମଧ୍ୟ ସୁସଜ୍ଜିତ ଢଙ୍ଗରେ ପ୍ରଦର୍ଶନ କରିବେ। ଆହୁରି ମଧ୍ୟ ରାଜ୍ୟସ୍ତରୀୟ ବଡିବିଲିଂ ଆକର୍ଷଣର ଅନ୍ୟତମ ବିନ୍ଦୁ…
Read MoreCategory: ENTERTAINMENT
୧୮ତମ ମହିଳା ଚନ୍ଦନ ଉତ୍ସବ, ସାସ୍କୃତିକ କାର୍ଯ୍ୟକ୍ରମ ଜମିଲା
ଭୁବନେଶ୍ୱର,୧୯/୫ : ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ବିନ୍ଦୁସାଗରରେ ଚାଲିଥିବା ବେଳେ ଏହାର ନିକଟ ସିଦ୍ଧି ମଣ୍ଡପଠାରେ ୧୮ତମ ମହିଳା ଚନ୍ଦନ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୂରୁଜ, ରୋଷେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ମୁଖ୍ୟ ବକ୍ତା ଶକୁନ୍ତଳା ବାଲିଆରସିଂ, ସଂମ୍ମାନିତ ଅତିଥି ରୂପେ ବିଜେପି ନେତା ବାବୁ ସିଂ, ସୁଜାତା ମହାପାତ୍ର ଯୋଗ ଦେଇଥିଲେ । ଏହି ଅବସରରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ ମହିଳାମାନେ ମହିଳାମାନଙ୍କ ପାଇଁ ଏକାଠି ହେବାର ସମୟ ଆସିଛି। ମହିଳା ଚନ୍ଦନ ଉତ୍ସବ କମିଟିର ଅଧକ୍ଷ ରଶ୍ମୀ ମହାପାତ୍ର ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅବସରରେ ଭୁବନେଶ୍ୱରର ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ମହିଳାଙ୍କୁ…
Read MoreTripura: Utkal Diwas” was observed on the occasion of the foundation day of Odisha State
Odia Samaj Tripura Utkal Diwas” was observed on the occasion of the foundation day of Odisha State” today in Muktadhara Auditorium. Governor Indrasena Reddy Nallu inaugurated the event. On the occasion, the Governor unveiled a commemorative plaque named “Chakadola”. Inaugurating the program, Governor Indrasena Reddy Nallu said that he is happy to participate in the Utkal festival. The Governor said, “Odisha’s heritage, culture and arts are well known in the country and abroad.” He also highlighted Odisha’s educational infrastructure, Odissi dance arts, Jagannath Temple in Puri, Surya Temple in Konark,…
Read More