ଭୁବନେଶ୍ବର,୫/୧୧: ପରିବେଶକୁ ଦୃଷ୍ଟିରେ ରଖି ଦୟାନଦୀ କୂଳରେ ଇକୋ ଫ୍ରେଣ୍ଡଲି ବୋଇତ ବନ୍ଦାଣ କରାଯିବ। ଚଳିତ ବର୍ଷ ମଧ୍ୟ ସୋଲ, ପ୍ଲାଷ୍ଟିକ ଡଙ୍ଗା ନଭସାଇ କଦଳୀ ପାଟୁକା ଡଙ୍ଗା ଭସେଇବା ପାଇଁ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ) ପକ୍ଷରୁ ନିଷ୍ପତି ହୋଇଛି। ଚଳିତ ବର୍ଷ ଅନୁଷ୍ଠାନ ପକ୍ଷରୁ ଲୋକଙ୍କୁ ଏସମ୍ପର୍କରେ ସଚେତନ କରାଯିବା ସହ ମାଗଣାରେ କଦଳୀ ପଟୁକା ଡଙ୍ଗା ବଣ୍ଟନ କରାଯିବ। ସ୍ଥାନୀୟ ଶିଶୁପାଳଗଡ଼ ସ୍ଥିତ ଦୂର୍ଗେଶ୍ୱର ମନ୍ଦିରରେ “ଦୟାନଦୀ ବୋଇତ ବନ୍ଦାଣ ଉତ୍ସବ” ପାଳନ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ନିଷ୍ପତି ଅନୁଯାୟୀ ଚଳିତ ବର୍ଷ ବିଶିଷ୍ଟ ଚଳଚ୍ଚିତ୍ର ସଂଳାପ ଲେଖକ ଡ଼ ରଜନୀ ରଞ୍ଜନ ଦାଶଙ୍କୁ “ଦୟାନଦୀ ସମ୍ମାନରେ ସମ୍ମାନୀତ କରାଯିବା ସହ ଆଞ୍ଚଳିକ ପ୍ରତିଭା ମାନଙ୍କୁ ପ୍ରତିଭା ସମ୍ମାନରେ…
Read MoreCategory: POLITICS
ସାରା ଦେଶରେ ଚର୍ଚା, ବିଦେଶ ମାଟିରେ ଜାତିର ପିତାଙ୍କୁ ଅସମ୍ମାନ
ଭୁବନେଶ୍ୱର,୩/୧୦: ଥାଇଲାଣ୍ଡରେ ଏକ ହୋଟେଲ ସମ୍ମୁଖରେ ସୁରକ୍ଷାଧାରୀ ପରି ଦୁଇ ପାଶ୍ୱରେ ଠିଆ କରାଯାଇଛି ମହାତ୍ମା ଗାନ୍ଧୀ ଓ ରବୀନ୍ଦ୍ର ନାଥ ଟାଗୁରଙ୍କ ମୂର୍ତ୍ତି । ଏନେଇ ଥାଉଲଣ୍ଡ ସରକାର ତୁରନ୍ତ ପଦକ୍ଷେପ ନେଇ ମହାପୁରୁଷଙ୍କୁ ଉଚିତ୍ ସ୍ଥାନରେ ରଖିବାକୁ ଆଜି ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ନୀରବ ପ୍ରତିବାଦ କରାଯାଇଛି । ଗତ ୧ତାରିଖରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଅଲ୍ ଓଡିଶା ଲୟର୍ସ ଫୋରମର ଆବାହକ ଡ଼ ଲିଙ୍ଗରାଜ ସାହୁ ଓ ବରିଷ୍ଠ ନାଗରିକ ଗୌର ଚନ୍ଦ୍ର ମହାପାତ୍ର ଏହି ଦାବିପତ୍ର ପ୍ରଦାନ କରିଥିବା ବେଳେ ଗାନ୍ଧୀ ଜୟନ୍ତୀରେ ଗାନ୍ଧୀ ମାର୍ଗରେ ପ୍ରତିବାଦ କରାଯାଇଥିଲା। ଥାଇଲଣ୍ଡ ସରକାର ତରନ୍ତ ପଦକ୍ଷେପ ନେଇ ମହାପୁରୁଷଙ୍କୁ ଉଚିତ୍ ସ୍ଥାନରେ ରଖିବାକୁ ଉଦ୍ୟମ କରିବାକୁ ବୁଦ୍ଧିଜୀବୀ ଓ ବିଭିନ୍ନ ସମାଜସେବୀ ଦାବି ଜଣାଇଛନ୍ତି। ଜାତିର ପିତା ମହାତ୍ମା ଗାନ୍ଧୀ…
Read MoreVoice of Odisha lawyers echoed abroad; signature campaign held in Thailand over Bharat Ratna demand for Madhu Babu
Bhubaneswar: The Nationalist movement, protection of Odia language, and formation of separate Odisha state were the results of the great struggles of Gopabandhu Das. Similarly, Madhusudan Das, who became poor for the sake of Odia art, culture, and heritage, was the main force behind the formation of a linguistic state or province. Despite their contributions, the two great men have not received due recognition in India. Demands for posthumous Bharat Ratna awards, installation of their statues in the Parliament premises, and naming of trains after them have not subsided. In…
Read MoreSunil Bansal played a crucial role in strengthening the BJP in Odisha for the Lok Sabha and Vidhana Sabha elections
MUKHYA KHABAR- Sunil Bansal played a crucial role in strengthening the BJP in Odisha for the Lok Sabha and Vidhan Sabha elections. His strategic brilliance and innovative approaches revitalized the party’s cadre and structure, making the BJP a formidable independent force in the state. Bansal’s deep involvement in grassroots-level management ensured effective campaign organization and local issue resolution, leading to significant electoral successThe dynamic political landscape of Odisha made it a crucial battleground in this year’s Lok Sabha election. “In politics, nothing happens by accident. If it happens, you can…
Read Moreଏକାମ୍ରରେ କଂଗ୍ରେସର ରୋଡ଼୍ ଶୋ
ଭୁବନେଶ୍ବର,୧୮/୫: ସାଧାରଣ ନିର୍ବାଚନ ପାଇଁ ହେବାକୁ ଯାଉଛି ମତଦାନ । ଏହି କ୍ରମରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ର ତଥା ଏହାର ଅନ୍ତର୍ଗତ ୭ଟି ବିଧାନସଭାରେ ତୀବ୍ର ହେବାରେ ଲାଗିଛି କ୍ୟାମ୍ପେନିଂ ୱାର । ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପକ୍ଷରୁ ଦଳୀୟ ପ୍ରାର୍ଥୀଙ୍କୁ ନେଇ ରୋଡ ସୋ ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରିଛି ଦଳ । ଭୁବନେଶ୍ୱର ଲୋକସଭା ଆସନ ସାଂସଦ ପ୍ରାର୍ଥୀ ସୟଦ ୟାସିର ନଓ୍ବାଜ ଏବଂ ଏକାମ୍ର ବିଧାୟକ ପ୍ରଶାନ୍ତ ଚମ୍ପତି ତାଙ୍କ ସମର୍ଥକ ମାନଙ୍କୁ ସାଙ୍ଗରେ ଧରି ଏହି ରୋଡ ସୋ କରିଛନ୍ତି । ଲିଙ୍ଗରାଜ ମନ୍ଦିର ନିକଟରୁ ବିହାରୀ ରାମେଶ୍ବର ପାଟଣା ଛକ ପର୍ଯ୍ୟନ୍ତ ରଥ ରୋଡ଼୍ରେ ବିରାଟ ପଦଯାତ୍ରା କରାଯାଇଛି । ଏହି ଅବସରରେ ସାଂସଦ ପ୍ରାର୍ଥୀ ସୟଦ ୟାସିର ନଓ୍ବାଜ କହିଛନ୍ତି, “ପ୍ରଚାରର ପ୍ରଥମ ଦିନରୁ ହିଁ…
Read Moreମୋର ବିଜେପିରେ ଆଉ କିଛି କାମ ନାହିଁ-ଅମୀୟ ଦାଶ, ପୁରୁଣା ଆରଏସ୍ଏସ୍ ଓ ବିଜେପି ନେତା ବିଜେଡ଼ିରେ ମିଶିଲେ, ହେଲେ ସାଧାରଣ ସମ୍ପାଦକ
ମୁଖ୍ୟମନ୍ତ୍ରୀ, ୫ଟି ଅଧ୍ୟକ୍ଷ ଓ ପ୍ରଣବଙ୍କୁ ଶୁଭେଚ୍ଛା ଜଣାଇଲେ ଭୁବନେଶ୍ବର,୩/୫ – ଭୁବନେଶ୍ବରର ପୁରୁଣା ରାଷ୍ଟ୍ରୀୟ ସ୍ବୟଂ ସହାୟକ ସଂଘ ନେତା ତଥା ପୂର୍ବତନ ବିଜେପି ଜିଲ୍ଲା ସଭାପତି ଅମୀୟ ଦାଶ ବିଜେଡ଼ିରେ ଯୋଗଦେଇଛନ୍ତି। ବୁଧବାର ଅପରାହ୍ନରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କୁ ପ୍ରାର୍ଥନା କରି ମନ୍ଦିର ନିକଟରୁ ବିଶାଳ ଶୋଭାଯାତ୍ରାରେ ରଥଦାଣ୍ଡ ପରିକ୍ରମା ଶଙ୍ଖ ଭବନରେ ବିଜେଡ଼ିରେ ଯୋଗ ଦେଇଥିଲେ । ଶହ ଶହ ସମର୍ଥକଙ୍କ ସହ ବିଭିନ୍ନ ପାରମ୍ପରିକ ବାଦ୍ୟରେ ରଥ ଦାଣ୍ଡ ପରିକ୍ରମା କରି । ଶ୍ରୀ ଦାଶ ଏନେଇ କୁହନ୍ତି ଲୋକଙ୍କୁ ଅଧିକ ସାହାଯ୍ୟ କରିବା ପାଇଁ ସେ ବିଜେଡ଼ିରେ ଯୋଗ ଦେଉଛନ୍ତି, ପିଲାଟି ବେଳୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପରିବାର ସହ ଜଡ଼ିତ ରହି କାର୍ଯ୍ୟ କରିଆସୁଥିଲି। ରାମ ମନ୍ଦିର ଆନ୍ଦୋଳନ ବେଳୁ ଭାରତୀୟ ଜନତା ପାର୍ଟିରେ ଯୋଗଦେଇ କାର୍ଯ୍ୟ କରୁଥିଲି।…
Read Moreଟିକେଟ ମିଳିବା ବିଳମ୍ବ; କର୍ମୀ ମହଲରେ ଅସନ୍ତୋଷ
ନିମାପଡ଼ା, ୧୩/୪ (ମୁଖ୍ୟ ଖବର, ଗଦାଧର ଦାସ) : ଆସନ୍ତା ଜୁନ ୧ ତାରିଖରେ ଜଗତସିଂହପୁର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନିମାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ୨୮୧ ବୁଥରେ ୨ ଲକ୍ଷ ୪୪ ହଜାର ୫୦୩ ଜଣ ଭୋଟର ଥିବା ବେଳେ ଏହି ନିର୍ବାଚନମଣ୍ଡଳୀରେ ବିଜେଡି ସମର୍ଥକ ପ୍ରାୟ ୬୦ ପ୍ରତିଶତରୁ ଅଧିକ ହେବ ।୨୦୦୪ ମସିହାରେ ବିଜେଡିର ସମୀର ରଞ୍ଜନ ଦାଶ ପ୍ରାର୍ଥୀ ହୋଇ ବିଜୟୀ ହୋଇ ଲଗାତାର ୨୦୧୪, ୨୦୧୯ ରେ ବିଜୟୀ ହୋଇ ମନ୍ତ୍ରୀ ପଦ ହାସଲ କରିଥିଲେ । ତାଙ୍କର ସାଂଗଠନିକ ଦକ୍ଷତା ହେତୁ ସେ ପ୍ରତି ନିର୍ବାଚନରେ ବିରୋଧୀ ଙ୍କୁ ପଛରେ ପକାଇ ବିଜୟୀ ହୋଇ ଆସୁଛନ୍ତି । ମାତ୍ର ସାଧାରଣ ନିର୍ବାଚନ ଆଉ ଅଳ୍ପ ଦିନ ଥବା ବେଳେ ନିମାପଡ଼ା ନିର୍ବାଚନ ମଣ୍ଡଳୀର ବିଜେଡି ଦଳ ପ୍ରାର୍ଥୀଙ୍କ ନାମ…
Read Moreଭୁଆଁ ନା ବିଲେଇ, କିଏ ଏକାମ୍ର କଂଗ୍ରେସ ଟିକେଟ୍ ହାତେଇବ
ଭୁବନେଶ୍ବର- ଭୁଆଁ ନା ବିଲେଇ କିଏ ଏକାମ୍ର ନିର୍ବାଚନ ମଣ୍ଡଳୀରେ କଂଗ୍ରେସରୁ କିଏ ପାଇବ ଟିକେଟ୍ । ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ ଓରଫ ଜିତୁ ଓରଫ ବିଲେଇ ଅଛନ୍ତି। ତେବେ ସେ ପ୍ରଶାନ୍ତ କୁମାର ଚମ୍ପତି ଓରଫ ଭୁଆଁଙ୍କୁ ଆଗକୁ ଠେଲିଛନ୍ତି । ଭୁଆଁ ଏଥର ଏକାମ୍ର ପ୍ରାର୍ଥି ହେବ ବୋଲି ବିଲେଇ କହୁଛନ୍ତି। ତେବେ ବିଶ୍ବଜିତ୍ ଏଥର ଏକାମ୍ରରେ କଂଗ୍ରେସ ପକ୍ଷରୁ ଠିଆ ହେବାକୁ ସମସ୍ତେ ଆଶା କରିଛନ୍ତି। ଅନ୍ୟପଟେ କଂଗ୍ରେସ ନେତା ଶିବାନନ୍ଦ ରାୟ ମଧ୍ୟ ଠିଆ ହୋଇପରନ୍ତି ବୋଲି କୁହାଯାଉଛି। ପ୍ରକାଶ ଥାଉକି ଦଳର ଅନ୍ୟତମ ଦାବିଦାର ପ୍ରଶାନ୍ତ ମହାପାତ୍ରଙ୍କ ତ୍ସୀ ରଶ୍ମୀ ମହାପାତ୍ର ଏବେ ବିଜେପିରେ ଯୋଗ ଦେଇଛନ୍ତି। । ପ୍ରଶାନ୍ତ ଚମ୍ପତି ପୂର୍ବରୁ ଶିଶୁପାଳଗଡ଼ରେ ସମିତି ସଭ୍ୟ ହୋଇଥିଲେ। ଏଥି ସହ ତାଙ୍କ ଶିଶଉପାଳଗଡ଼ ପଞ୍ଚାୟତରେ…
Read Moreମଧ୍ୟ ନିର୍ବାଚନମଣ୍ଡଳୀ, ବୁନୁଙ୍କ ବିରୋଧରେ ଚକ୍ରାନ୍ତ ଭଣ୍ଡୁର ହେବ
ଭୁବନେଶ୍ୱର,: ବିଧାୟକ ଅନନ୍ତ ନାରାୟଣ ଜେନା(ବୁନୁ) ପୁନର୍ବାର ବିଜେଡି ଟିକେଟ୍ ପାଇଁ ବଡ଼ ଦାବିଦାର ଥିବା ବେଳେ ଏବେ ତାଙ୍କୁ ବଦ୍ନାମ କରିବାକୁ ଚକ୍ରାନ୍ତ ଯୋର ଦାର ଚାଲିଛି। ନିର୍ବାଚନ ଆସିବା ବେଳେ କିଛି ବୁନୁଙ୍କ ବିରୋଧି ଏଭଳି ଚକ୍ରାନ୍ତ କରୁଥିବା ଗଣମାଧ୍ୟମ ପ୍ରତିନିଧିମାନେ ନିଜ ନାମ ଗୋପନ ରଖି କହିଛନ୍ତି। ବିଏମ୍ସି ମେୟର ଓ ବିଧାୟକ ରହି ବିଭିନ୍ନ ଲୋକଙ୍କୁ ସାହର୍ଯ୍ୟ କରି ସେ ମଧ୍ୟ ନିର୍ବାଚନ ମଣ୍ଡଳିରେ ବହୁ ସଂଘଠନରେ ଜଡ଼ିତ ଥିବା ସହ ବହୁମାତ୍ରାରେ ନିଜର ସ୍ବତନ୍ତ୍ର ଭୋଟ ବ୍ୟାଙ୍କ ସୃଷ୍ଟି କରିଛନ୍ତି। ମଜାଳିଆ କଥାରୁ କଥାବାର୍ତା ଆରମ୍ଭ କରୁଥିବା ବୁନୁଙ୍କୁ ଅବାକିଏ ନଜାଣେ । ତେବେ କାହା ସଙ୍ଗେ ମଜାଳିଆ କଥା କହିବା ବେଳେ ତାକୁ କଦର୍ଥ କରି ବଦନାମ୍ କରିବାକୁ ଏକ ଚକ୍ରାନ୍ତ କରାଯାଉଥିଲା। ହେଲେ ଏଥିରେ କିଛି ପ୍ରମାଣ…
Read Moreରଶ୍ମୀ ଆସିବା ପରେ ବିଜେପିରୁ ଏକାମ୍ରରୁ କିଏ ପାଇବ ଟିକେଟ୍
ଭୁବନେଶ୍ବର,(ମୁଖ୍ୟ ଖବର) ୩୦/୩- ମୁଖ୍ୟ ଖବର ଯାହା ପୂର୍ବରୁ ପ୍ରକାଶ କରିଥିଲା ତାହା ସତ ହେଲା। କଂଗ୍ରେସ ନେତ୍ରୀ ରଶ୍ମୀ ମହାପାତ୍ର କଂଗ୍ରେସରୁ ଦୂରାଇଥିବା କୁହାଯାଇଥିଲା। ଏବେ ରଶ୍ମୀ ମହାପାତ୍ର ବିଜେପିରେ ଯୋଗ ଦେଇଛନ୍ତି। ଟିକେଟ୍ ଆଶାରେ ନୁହେଁ ବରଂ ଦଳ ଯାହା ଦାୟିତ୍ବ ଦେବ ତାହା କରିବାକୁ ସେ ଘୋଷଣା କରିଛନ୍ତି। ତେବେ କିଏ କିଏ ହେବ ଏକାମ୍ରରେ ବିଜେପି ପ୍ରାର୍ଥି ! କିଏ ପାଇବ ଟିକେଟ୍ ? ପୁରୁଣା ନେତା ଥିବା ବେଳେ ନୂଆ ନେତାଙ୍କ ମଧ୍ୟରୁ ବିଜେପିରୁ ବିଜେଡ଼ିକୁ କିଏ ଟକ୍ଟର ଦେବ ତାହା ଦେଖିବାକୁ ଲୋକ ଚାହିଁ ବସିଛନ୍ତି। ଦଳର ପୂର୍ବତନ ସଭାପତି ସମୀର ମହାନ୍ତି, ବାବୁ ସିଂ, ଆମୀୟ ଦାଶ, ରଶ୍ମୀ ମହାପାତ୍ର ନା ମଦନ ମୋହନ ପ୍ରଧାନ କିଏ ଟିକେଟ୍ ପାଇବ ତାକୁ ନେଇ ଚର୍ଚା ବିଷୟ ପାଲଟିଛି। ପୂର୍ବତନ…
Read More