ଏକାମ୍ର ଭୁବନେଶ୍ବର,୨୬/୩( ସ୍ବତନ୍ତ୍ର ରିପୋର୍ଟ- ମୁଖ୍ୟ ଖବର ) ଦଳର ଜିଲ୍ଲା ନେତାଙ୍କ ସହଯୋଗ ନାହିଁ। ରାଜ୍ୟ କମିଟିକୁ ଯାଇଥିବା ସ୍ଥାନୀୟ ନେତାଙ୍କ ଦେଖା ମିଳୁନି। ଏଣୁ ରଶ୍ମୀ କଂଗ୍ରେସରୁ ଲଢ଼ନ୍ତୁ ନାହିଁ ବୋଲି ଏକାମ୍ର କଂଗ୍ରେସ ନେତ୍ରୀ ରଶ୍ମୀ ମହାପାତ୍ରଙ୍କ ସମର୍ଥକମାନେ ସିଧା ଶୁଣାଇ ଦେଇଛନ୍ତି। ଯାହାକୁ ନେଇ ରଶ୍ମୀ ମହାପାତ୍ର ଏବେ ଚିନ୍ତାରେ ପଡ଼ିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି। ତାଙ୍କ ସମର୍ଥକ ଓ କର୍ମଙ୍କୁ ନେଇ ସେ ଦିର୍ଘଦିନ ହେଲା ଏକାମ୍ରରେ କଂଗ୍ରେସକୁ ବଞ୍ଚାଇ ରଖିଛନ୍ତି। ଏବେ ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ବହୁ ସମର୍ଥକ ରଶ୍ମୀଙ୍କ ବାସ ଭବନକୁ ଆସି କଂଗ୍ରେସରୁ ଠିଆ ନହେବାକୁ ଏକପ୍ରକାର ନିଷ୍ପତି ଘୋଷଣା କରିଛନ୍ତି। ରଶ୍ମୀ ମହାପାତ୍ରଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କିଛି ଉତ୍ତର ଦେଇନଥିଲେ। ତେବେ ସମର୍ଥକଙ୍କୁ…
Read MoreCategory: POLITICS
पत्रकार सुरक्षा विधेयक शामिल कि मांग की है पत्रकार संघों का संयुक्त मंच मंच के अध्यक्ष डॉ. लिंगराज साहू
चुनावी घोषणा पत्र में विशेष कानून घोषित करने की मांग नई दिल्ली: पत्रकारों की लंबे समय से चली आ रही मांग पूरी नहीं हुई है. पत्रकार सुरक्षा विधेयक को भारतीय जनता पार्टी के चुनावी घोषणा पत्र में शामिल किया जाना चाहिए। संवादिका मिलिटा मंच (पत्रकार संघों का संयुक्त मंच) ने पत्रकारों की सुरक्षा के लिए एक विशेष कानून घोषित करने की मांग की है। इसके लिए नई दिल्ली स्थित भाजपा कार्यालय में भाजपा की सह प्रभारी लता उसेंडी जी को एक मांग पत्र सौंपा गया है । मंच के अध्यक्ष…
Read MoreSambadika Milita Mancha submits demand letters to BJP & Congress in Delhi for inclusion of Journalist protection bill in poll manifesto
Bhubaneswar: The long standing demand of the journalists has not been fulfilled. Introduction of Journalists’ Protection Bill should be included in the poll manifesto of the Bharatiya Janata Party. The Sambadika Milita Mancha (Joint Forum of Journalists’ Associations) has demanded to declare a special law for the protection of journalists. For this, a demand letter has been submitted to Lata Usendi Ji, who is the Co- Incharge of the BJP at the BJP office in New Delhi. A representative congregation led by the convenor of the Mancha Dr Lingaraj Sahoo…
Read Moreଧମେନ୍ଦ୍ର ଲଢ଼ିବେ ସମ୍ବଲପୁରରୁ, ଚିନ୍ତାରେ ଅନ୍ୟଦଳ ନେତା,
ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରୁ ଲଢ଼ିବେ, ତାଙ୍କ ବିରୁଦ୍ଧରେ ବିଜେଡ଼ିର ଯୁବ ନେତା ତଥା ପାୱାରଫୁଲ ନେତା ବବି ଦାସ । ତେବେ ଧମେନ୍ଦ୍ର ପ୍ରଧାନ ସମ୍ବଲପୁର ମାଟିର ହୋଇଥିବାରୁ ଅନ୍ୟ ଦଳର ନେତା ଏବେ ଚିନ୍ତାରେ ଅଛନ୍ତି। ଧର୍ମେନ୍ଦ୍ର ପ୍ରଧାନ, ଖାଲି ଓଡିଶାର ନୁହଁ, ଜାତୀୟ ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା । ଦୀର୍ଘ ଦଶ ବର୍ଷ ଧରି କେନ୍ଦ୍ରରେ ଅତି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦରେ ରହି ନିଜ ପ୍ରତିଭାରେ ଖାଲି ଦେଶରେ ନୁହେଁ, ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି l ଆସନ୍ତା ୨୪ ସାଧାରଣ ନିର୍ବାଚନରେ ଧର୍ମେନ୍ଦ୍ର ପ୍ରଧାନ କେଉଁ ଆସନରୁ ନିର୍ବାଚନ ଲଢ଼ିବେ ତାହା ଜାଣିବା ପାଇଁ ସମସ୍ତେ ଅପେକ୍ଷା କରିଥିଲେ l ଆଜି ଦଳ ପକ୍ଷରୁ ଔପଚାରିକ ଭାବରେ ଘୋଷଣା ହୋଇଛି, ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ସଂସଦୀୟ…
Read Moreସାମ୍ବାଦିକଙ୍କ ପାଇଁ ସରକାର ଘୋଷଣା କରନ୍ତୁ
ଭୁବନେଶ୍ୱର,୧୩/୩ : ନିର୍ବାଚନ ପୂର୍ବରୁ ସବୁ ସଂଘ ଓ କର୍ମଚାରୀଙ୍କ ଦାବି ଶୁଣିଲେ ସରକାର । ଏପରିକି ଯେଉଁମାନେ ଦାବି କରିନାହାଁନ୍ତି ସେମାନଙ୍କ ଦରମା ବୃଦ୍ଧି କରିଛି ସରକାର । ତେବେ କେବଳ ସାମ୍ବାଦିକଙ୍କ ଦାବି ପୂରଣ ହୋଇନାହିଁ । ନିର୍ବାଚନ ଘୋଷଣା ପୂର୍ବରୁ ତୁରନ୍ତ ସାମ୍ବାଦିକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ ନିମନ୍ତେ ଘୋଷଣା କରିବାକୁ ଦାବି କରିଛି ସାମ୍ବାଦିକ ମିଳିତ ମଂଚ । ଏଥି ପାଇଁ ରାଜ୍ୟ ସରକାର ତୁରନ୍ତ କମିଟି ଘୋଷଣା କରିବାକୁ ମଂଚର ଆବାହକ ଡ଼ ଲିଙ୍ଗରାଜ ସାହୁ ଦାବି କରିଛନ୍ତି । ଶ୍ରୀ କହିଛନ୍ତି ଯେ, ଅନେକ ସମୟରେ କାର୍ଯ୍ୟରତ ସାମ୍ବାଦିକମାନେ କର୍ତବ୍ୟ କରୁଥିବା ବେଳେ ବହୁବାର ଆକ୍ରମଣର ଶିକାର ହେଉଛନ୍ତି । ଏଣୁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ ତୁରନ୍ତ କରିବା ଆବଶ୍ୟକ ରହିଛି । ବିଭିନ୍ନ ସାମ୍ବାଦିକଙ୍କ…
Read Moreଏକାମ୍ର ନିର୍ବାଚନମଣ୍ଡଳୀରେ କିଏ ପାଇବ ଟିକେଟ୍, ପଞ୍ଚାୟତ ନେତା କି ଜିଲ୍ଲା
ଭୁବନେଶ୍ବର- ଏକାମ୍ର ନିର୍ବାଚନମଣ୍ଡଳୀରେ କଂଗ୍ରେସରୁ କିଏ ପାଇବ ଟିକେଟ୍ । ଗୋଟିଏ ପଟେ ସରକାରୀ ଦଳରେ ସରପଞ୍ଚ ପାଇଁ ଭାଇକୁ ଠିଆ କରାଇ ହାରିଥିବା ପ୍ରଶାନ୍ତ ଚମ୍ପତି ଓ ଅନ୍ୟପଟେ ବିଜୁ ବାବୁଙ୍କ ପ୍ରୀୟ ଯୁବ ନେତା ସ୍ବର୍ଗତ ପ୍ରଶାନ୍ତ ମହାପାତ୍ରଙ୍କ ତ୍ସୀ ରଶ୍ମୀ ମହାପାତ୍ର । ପ୍ରଶାନ୍ତ ଚମ୍ପତି ପୂର୍ବରୁ ଶିଶୁପାଳଗଡ଼ରେ ସମିତି ସଭ୍ୟ ହୋଇଥିଲେ। ଏଥି ସହ ତାଙ୍କ ଶିଶଉପାଳଗଡ଼ ପଞ୍ଚାୟତରେ ନିଜ ଭାଉଜଙ୍କୁ ଠିଆ କରାଇଥିଲେ। ତେବେ ଶିଶୁପାଳଗଡ଼ ପଞ୍ଚାୟତ ବ୍ୟତୀତ ଅନ୍ୟ କେଉଁଠାରେ ସଂଘଠନ ଅଛି କି ନାହିଁ ତାହା ସମସ୍ତଙ୍କୁ ଜଣା। ଜିଲ୍ଲା କଂଗେସ ସଭାପତି ବିଶ୍ବଜିତ୍ ଦାଶଙ୍କ ବନ୍ଧୁ ହୋଇଥିବାରୁ ପ୍ରଶାନ୍ତ ଚମ୍ପତି ଟିକେଟ୍ ପାଇବାକୁ ଆଶା କରିଛନ୍ତି। ହେଲେ ଟିକେଟ୍ ଯିଏ ପାଇବ ବିଶ୍ବଜିତ ତାଙ୍କୁ ସାହଯ୍ୟ କରିବେ ବୋଲି ଜଣାପଡ଼ିଛି। ଏପଟେ ଏକାମ୍ରରେ କଂଗ୍ରେସ ସଂଘଠନକୁ…
Read Moreଓଡ଼ିଆ ଭାଷାକୁ ଆୟୁଧ କରି ରାଜ୍ୟ ଗଠନର ପ୍ରମୁଖ ବିନ୍ଧାଣିଥିଲେ ମଧୁ ବାବୁ,
ମଧୁ ବାବୁଙ୍କୁ ମିଳିନି ଯଥୋଚିତ ସମ୍ମାନ, ଓଡ଼ିଆ ବର୍ଣ୍ଣୋବଧ ପୁସ୍ତକ ସହ ମଧୁ ବାବୁଙ୍କ ଫଟୋ ପ୍ରଦାନ ଶୁଭାରମ୍ଭ, ସଂସଦ ଭବନରେ ପ୍ରତିମୂର୍ତ୍ତି, ନାମରେ ଚାଲୁ ଟ୍ରେନ୍, ଜୟନ୍ତୀ ହେଉ ଛୁଟି ଘୋଷଣା ଭୁବନେଶ୍ୱର,୪/୨: ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରି ଗୌରବାନୀତ କରିଥିଲେ ଭାରତ ଗୌରବ ମଧୁସୂଦନ ଦାସ । ସେଥିପାଇଁ ତାଙ୍କୁ ନୂତନ ଓଡ଼ିଶାର ନିର୍ମାତା ଓ ଜନକ କୁହାଯାଏ । ଓଡ଼ିଆ ଭାଷାକୁ ବିଭିନ୍ନ ବେସରକାରୀ ବିଦ୍ୟାଳୟରେ ଅଧିକ ଅଧ୍ୟୟନ କରାଇବା ସହ ମଧୁ ବାବୁଙ୍କ ସମ୍ପର୍କରେ ସଭିଁଏ ଜାଣିବା ପାଇଁ ଆରମ୍ଭ ହୋଇଛି ଅଭିଯାନ । ଏଥି ପାଇଁ ମଧୁ ବାବୁଙ୍କ ମହାପରାୟଣ ଦିବସରେ ବିଭିନ୍ନ ବେସରାକରୀ ବିଦ୍ୟାଳୟକୁ ମଧୁ ବର୍ଣ୍ଣବୋଧ ପୁସ୍ତକ ପ୍ରଦାନ ସହ ମଧୁ ବାବୁଙ୍କ ଫଟୋ ପ୍ରଦାନ କାର୍ଯ୍ୟ ଆରମ୍ଭ ହୋଇଛି…
Read Moreରାଜ୍ୟ ଆଇନଜୀବୀ ପରିଷଦ କାର୍ଯ୍ୟ ର୍ନୀବାହୀରେ ଭୁବନେଶ୍ବରରୁ ୨ଜଣ ନିର୍ବାଚିତ ଭୁବନେଶ୍ୱର,୨୪/୧: ରାଜ୍ୟ ଆଇନଜୀବୀ ମାନଙ୍କ ନିୟାମକ ସଂସ୍ଥା ରାଜ୍ୟ ଆଇନଜୀବୀ ପରିଷଦର ୨୫ଜଣ ସଦସ୍ୟଙ୍କ ମଧ୍ୟରୁ ୫ଜଣ କାର୍ଯ୍ୟକାରୀ କିମିଟିକୁ ନିର୍ବାଚିତ ହୋଇଛନ୍ତି। ସେଥି ମଧ୍ୟରୁ ଭୁବନେଶ୍ବରରୁ ୨ଜଣ ଆଇନଜୀବୀ ନିର୍ବାଚିତ ହୋଇଛନ୍ତି। ବରିଷ୍ଠ ଆଇନଜୀବୀ ବିଭୂ ପ୍ରସାଦ ତ୍ରିପାଠୀ ଓ ତପନ କୁମାର ବିଶ୍ବାଳ ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନକୁ ହାଇକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ରିଏଲ ଇଷ୍ଟେଟ୍ ରେଗୁଲେଟାରୀ ଅଥରିଟି(ରେରା)ର ଅଧ୍ୟକ୍ଷ ଜଷ୍ଟିସ୍ ପ୍ରମୋଥ ପଟ୍ଟନାୟକ ପରିଚାଳଣା କରିଥିଲେ। ନିକଟରେ ରାଜ୍ୟ ଆଇନଜୀବୀ ପରିଷଦକୁ ୨୫ସଦସ୍ୟଙ୍କୁ ନିର୍ବାଚିତ ହୋଇଥିବା ବେଳେ ସିଂତାଶୁ ମୋହନ ଦ୍ବିବେଦୀ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏହି ଅବସରରେ ଲୟର୍ସ ଫେରମ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି।
Read More