ଭୁବନେଶ୍ବର,୧୪/୧୨- ମାଜିଷ୍ଟେଟ୍ଙ୍କ ନାମ କହି ଟଙ୍କା ଠକେଇ। ଭୁବନେଶ୍ବର କୋର୍ଟ ନିକଟରେ ଏକ ମାଜିଷ୍ଟେଟ୍ଙ୍କ ନାମରେ ଟଙ୍କା ଠକେଇ ନେବା ଘଟଣା ଚର୍ଚା ପାଲଟିଛି। ନିଜକୁ ଏକ ଗଣମାଧ୍ୟମର ପ୍ରତିନିଧି କହୁଥିବା ଜଣେ ଯୁବକ ଏପରି କରିଛି। ଓକିଲାତି ଲାଇସେନ୍ସ ନଥିବା ବେଳେ ଉକ୍ତ ଯୁବକ ଓକିଲାତି କରୁଥିବା ଥା କହି କଳା ସାର୍ଟ କଳା ପ୍ୟାଣ୍ଟ୍ ପିନ୍ଧି ଏକ କଳା କାର୍ଟ ପିନ୍ଧି ଏପରି ଠକେଇ କରିଛି। ଏନେଇ ଉକ୍ତ ଯୁବକଙ୍କ ନାମରେ ରାଜ୍ୟ ଆଇନଜୀବୀ ପରିଷଦ ଓ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରାଯିବ ବୋଲି ଜଣାପଡ଼ିଛି।
Read MoreCategory: TWIN CITY
ପରିବେଶକୁ ଦୃଷ୍ଟିରେ ରଖି ଦୟାନଦୀ କୂଳରେ ପରିବେଶ ଉପଯୋଗୀ ବୋଇତ ବନ୍ଦାଣ, ବିଶିଷ୍ଟ ଚଳଚ୍ଚିତ୍ର ସଂଳାପ ଲେଖକ ଡ଼ ରଜନୀ ରଞ୍ଜନ ଦାଶ ପାଇବେ ଦୟାନଦୀ ସମ୍ମାନ
ଭୁବନେଶ୍ବର,୫/୧୧: ପରିବେଶକୁ ଦୃଷ୍ଟିରେ ରଖି ଦୟାନଦୀ କୂଳରେ ଇକୋ ଫ୍ରେଣ୍ଡଲି ବୋଇତ ବନ୍ଦାଣ କରାଯିବ। ଚଳିତ ବର୍ଷ ମଧ୍ୟ ସୋଲ, ପ୍ଲାଷ୍ଟିକ ଡଙ୍ଗା ନଭସାଇ କଦଳୀ ପାଟୁକା ଡଙ୍ଗା ଭସେଇବା ପାଇଁ କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଞ୍ଚ (କାପୋକ) ପକ୍ଷରୁ ନିଷ୍ପତି ହୋଇଛି। ଚଳିତ ବର୍ଷ ଅନୁଷ୍ଠାନ ପକ୍ଷରୁ ଲୋକଙ୍କୁ ଏସମ୍ପର୍କରେ ସଚେତନ କରାଯିବା ସହ ମାଗଣାରେ କଦଳୀ ପଟୁକା ଡଙ୍ଗା ବଣ୍ଟନ କରାଯିବ। ସ୍ଥାନୀୟ ଶିଶୁପାଳଗଡ଼ ସ୍ଥିତ ଦୂର୍ଗେଶ୍ୱର ମନ୍ଦିରରେ “ଦୟାନଦୀ ବୋଇତ ବନ୍ଦାଣ ଉତ୍ସବ” ପାଳନ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ନିଷ୍ପତି ଅନୁଯାୟୀ ଚଳିତ ବର୍ଷ ବିଶିଷ୍ଟ ଚଳଚ୍ଚିତ୍ର ସଂଳାପ ଲେଖକ ଡ଼ ରଜନୀ ରଞ୍ଜନ ଦାଶଙ୍କୁ “ଦୟାନଦୀ ସମ୍ମାନରେ ସମ୍ମାନୀତ କରାଯିବା ସହ ଆଞ୍ଚଳିକ ପ୍ରତିଭା ମାନଙ୍କୁ ପ୍ରତିଭା ସମ୍ମାନରେ…
Read Moreବୋତଣ୍ଡାରେ ଶିବ ଶଙ୍କର ମିଠା ଦୋକାନ, ନୟୁ ବେଙ୍ଗଲ୍ ଗାଙ୍ଗୁରାମ (ଜଳଖିଆ ଓ ମିଠାର ସମ୍ଭାର)
ଭୁବନେଶ୍ବର- ସକାଳ ୮ଟା ହେଲେ ଟିଫିନ୍ ଦୋକାନ ଆଗରେ ଲାଗିଯାଏ ଗ୍ରାହକଙ୍କର ଲମ୍ବା ଲାଇନ। ବରା,ଆଳୁଚପ ଠାରୁ ଆରମ୍ଭ କରି ମିଠା ପର୍ଯ୍ୟନ୍ତ ବିଭିନ୍ନ ଆଇଟମ ଉପରେ ଗ୍ରାହକଙ୍କ ମାଡ। କିନ୍ତୁ ଉପବାସ ଦିନ ଆସିଗଲେ ବଢିଯାଏ ଚିନ୍ତା। ଜିଭର ଲାଳସା ଖୋଜେ ବିନା ପିଆଜ ରସୁଣ ରେ ପ୍ରସ୍ତୁତ ଖାଦ୍ୟ। ଆଉ ଯେବେ କମ୍ ପଇସାରେ ଏମିତି ଟିଫିନ୍ ଉପଲବ୍ଧ ହୁଏ ତେବେ ଖୁସି କହିଲେ ନସରେ ଭୁବନେଶ୍ବର ଉପକଣ୍ଠ ବୋତଣ୍ଡା ଛକ ଷ୍ଟେଟ୍ ବ୍ୟାଙ୍କ ଓ ବସ୍ ଷ୍ଟପେଜ୍ ନିକଟରେ ରହିଛି ଦୋକାନ ନୟୁ ବେଙ୍ଗଲ୍ ଗାଙ୍ଗୁରାମ (ଜଳଖିଆ ଓ ମିଠାର ସମ୍ଭାର) । ଏ ଦୋକାନ ବିନା ପିଆଜ ରସୁଣରେ ଜଳଖିଆ ବିକ୍ରୟ କରୁଛି। ଖାଲି ଟିଫିନ୍ ପାଇଁ ନୁହଁ ମିଠା ଆଉ ପାରମ୍ପରିକ ପିଠା ପାଇଁ ଏ ଦୋକାନ ସୁପ୍ରସିଦ୍ଧ। ଏଠି…
Read Moreସାରା ଦେଶରେ ଚର୍ଚା, ବିଦେଶ ମାଟିରେ ଜାତିର ପିତାଙ୍କୁ ଅସମ୍ମାନ
ଭୁବନେଶ୍ୱର,୩/୧୦: ଥାଇଲାଣ୍ଡରେ ଏକ ହୋଟେଲ ସମ୍ମୁଖରେ ସୁରକ୍ଷାଧାରୀ ପରି ଦୁଇ ପାଶ୍ୱରେ ଠିଆ କରାଯାଇଛି ମହାତ୍ମା ଗାନ୍ଧୀ ଓ ରବୀନ୍ଦ୍ର ନାଥ ଟାଗୁରଙ୍କ ମୂର୍ତ୍ତି । ଏନେଇ ଥାଉଲଣ୍ଡ ସରକାର ତୁରନ୍ତ ପଦକ୍ଷେପ ନେଇ ମହାପୁରୁଷଙ୍କୁ ଉଚିତ୍ ସ୍ଥାନରେ ରଖିବାକୁ ଆଜି ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ନୀରବ ପ୍ରତିବାଦ କରାଯାଇଛି । ଗତ ୧ତାରିଖରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଅଲ୍ ଓଡିଶା ଲୟର୍ସ ଫୋରମର ଆବାହକ ଡ଼ ଲିଙ୍ଗରାଜ ସାହୁ ଓ ବରିଷ୍ଠ ନାଗରିକ ଗୌର ଚନ୍ଦ୍ର ମହାପାତ୍ର ଏହି ଦାବିପତ୍ର ପ୍ରଦାନ କରିଥିବା ବେଳେ ଗାନ୍ଧୀ ଜୟନ୍ତୀରେ ଗାନ୍ଧୀ ମାର୍ଗରେ ପ୍ରତିବାଦ କରାଯାଇଥିଲା। ଥାଇଲଣ୍ଡ ସରକାର ତରନ୍ତ ପଦକ୍ଷେପ ନେଇ ମହାପୁରୁଷଙ୍କୁ ଉଚିତ୍ ସ୍ଥାନରେ ରଖିବାକୁ ଉଦ୍ୟମ କରିବାକୁ ବୁଦ୍ଧିଜୀବୀ ଓ ବିଭିନ୍ନ ସମାଜସେବୀ ଦାବି ଜଣାଇଛନ୍ତି। ଜାତିର ପିତା ମହାତ୍ମା ଗାନ୍ଧୀ…
Read Moreଦିନବନ୍ଧୁ ମଲିଆଙ୍କୁ ଜୀବନବ୍ୟାପି ସାଧନା ପାଇଁ “ଶିବ ଭଜନ ସମ୍ମାନ”
ଭୁବନେଶ୍ୱର,- ଶ୍ରାବଣ ଶେଷ ସୋମବାର ଉପଲକ୍ଷେ ଲିଙ୍ଗରାଜ ମନ୍ଦିର ନିକଟରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ପୂର୍ବ ରାତିରୁ କାଉଡ଼ିଆମାନେ ଧାଡ଼ିବାନ୍ଧି ମନ୍ଦିର ସିଂହଦ୍ୱାର ନିକଟରେ ଅପେକ୍ଷା କରି ଭୋରୁ ମନ୍ଦିରକୁ ପ୍ରବେଶ କରି ମହାଦେବଙ୍କୁ ପାଣି ଢ଼ାଳିଥିଲେ । ଏହି ଅବସରରେ ବୋଲବମ୍ ସାଂସ୍କୃତିକ ମହୋତ୍ସବ ଆୟୋଜିତ ହୋଇଥିଲା । ବିଣାପାଣୀ ନାଟ୍ୟ ସଂସ୍ଥା ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂସ୍ଥାର ସମ୍ପାଦକ ବିଚିତ୍ର ମଲିଆଙ୍କ ସଭାପତିତ୍ୱ କରିଥିଲେ । ବରିଷ୍ଟ କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦେଶକ ଦିନବନ୍ଧୁ ମଲିଆଙ୍କ ଦ୍ୱାରା ଓ ତାଙ୍କ ନିର୍ଦେଶନାରେ ଭଜନ ପରିବେଷଣ କରାଯାଇଥିଲା । ଏହି ଅବସରରେ ରଙ୍ଗିଲା ଡ୍ୟାନ୍ସ ଅନୁଷ୍ଠାନର ମୁଖ୍ୟ ଦିଲ୍ଲୀପ ସ୍ୱାଇଁଙ୍କ ସଂଯୋଜନାରେ ନୃତ୍ୟ ପରିବେଷଣ କରାଯାଇଥିଲା । ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଡ଼ ଲିଙ୍ଗରାଜ…
Read MoreVoice of Odisha lawyers echoed abroad; signature campaign held in Thailand over Bharat Ratna demand for Madhu Babu
Bhubaneswar: The Nationalist movement, protection of Odia language, and formation of separate Odisha state were the results of the great struggles of Gopabandhu Das. Similarly, Madhusudan Das, who became poor for the sake of Odia art, culture, and heritage, was the main force behind the formation of a linguistic state or province. Despite their contributions, the two great men have not received due recognition in India. Demands for posthumous Bharat Ratna awards, installation of their statues in the Parliament premises, and naming of trains after them have not subsided. In…
Read Moreନୂଆ ଗାଁ ଗ୍ରାମୀଣ ବିକାଶ ମଞ୍ଚ ରାଜ୍ୟସ୍ତରୀୟ ରଜ ମହୋତ୍ସବ
ଭୁବନେଶ୍ୱର,୧୧/୬ : ଓଡ଼ିଶାର ଗଣପର୍ବ ରଜ ଆମ ରାଜ୍ୟର କଳା, ସଂସ୍କୃତି ଓ ପ୍ରକୃତି ସହ ଗଭୀର ସମ୍ପର୍କରେ ଜଡିତ। ଚଳିତବର୍ଷ ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚ ପକ୍ଷରୁ ରାଜ୍ୟସ୍ତରୀୟ ରଜ ମହୋତ୍ସବ ପାଳନକୁ ବେଶ୍ ଧୁମ୍ଧାମରେ ବ୍ୟାପକ ରୂପେ ଏକ ସ୍ଵତନ୍ତ୍ର ଢଙ୍ଗରେ ପାଳନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଜୁନ ୧୪ ତାରିଖରୁ ତିନିଦିନ ବ୍ୟାପୀ ଏହି ପର୍ବ ନୂଆଗାଁ ରଜ ମେହାତ୍ସବ ପଡିଆରେ ପାଳନ କରାଯିବ । ଏଥୁରେ ରାଜ୍ୟ ଓ ରାଜ୍ୟ ବାହାରର କଣ୍ଠଶିଳ୍ପୀ, ନୃତ୍ୟଶିଳ୍ପ, ହାସ୍ୟ ଅଭିନେତା ଓ ଅନ୍ୟାନ୍ୟ ପ୍ରତିଭାଧାରୀ ଯୋଗ ଦେଇ ସେମାନଙ୍କର କଳାନୈପୁଣ୍ୟ ପ୍ରଦର୍ଶନ କରିବେ । ସେହିପରି ଖୋର୍ଦ୍ଧାଗଡର ପାଇକ ପୁଅ ସେମାନଙ୍କର ଗରିମାମୟ ବୀରତ୍ଵର ଗାଥାକୁ ମଧ୍ୟ ସୁସଜ୍ଜିତ ଢଙ୍ଗରେ ପ୍ରଦର୍ଶନ କରିବେ। ଆହୁରି ମଧ୍ୟ ରାଜ୍ୟସ୍ତରୀୟ ବଡିବିଲିଂ ଆକର୍ଷଣର ଅନ୍ୟତମ ବିନ୍ଦୁ…
Read Moreelectric scooter – Ampere Nexus, at a starting price of Rs. 1,09,900
● Entirely designed, developed, and manufactured in India, boasting Best in Class technology and features● Achieved four iconic records during the expedition from Kashmir to Kanyakumari Bhubaneswar, May 22nd2024: Greaves Electric Mobility Private Limited (GEMPL), the e-mobility arm of Greaves Cotton Limited, today unveils its first high-performance family electric scooter, the Ampere Nexus, starting at INR 1,09,900 (ex-showroom) at authorized dealership “SURYA AUTOELECTRON” Ampere, Bhubaneswar”. Ampere Nexus is entirely designed, developed, and manufactured in India, featuring multiple first-ever innovations and class-leading specifications.The Ampere Nexus comes in four attractive colours: Zanskar…
Read More୧୮ତମ ମହିଳା ଚନ୍ଦନ ଉତ୍ସବ, ସାସ୍କୃତିକ କାର୍ଯ୍ୟକ୍ରମ ଜମିଲା
ଭୁବନେଶ୍ୱର,୧୯/୫ : ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ବିନ୍ଦୁସାଗରରେ ଚାଲିଥିବା ବେଳେ ଏହାର ନିକଟ ସିଦ୍ଧି ମଣ୍ଡପଠାରେ ୧୮ତମ ମହିଳା ଚନ୍ଦନ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୂରୁଜ, ରୋଷେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ମୁଖ୍ୟ ବକ୍ତା ଶକୁନ୍ତଳା ବାଲିଆରସିଂ, ସଂମ୍ମାନିତ ଅତିଥି ରୂପେ ବିଜେପି ନେତା ବାବୁ ସିଂ, ସୁଜାତା ମହାପାତ୍ର ଯୋଗ ଦେଇଥିଲେ । ଏହି ଅବସରରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ ମହିଳାମାନେ ମହିଳାମାନଙ୍କ ପାଇଁ ଏକାଠି ହେବାର ସମୟ ଆସିଛି। ମହିଳା ଚନ୍ଦନ ଉତ୍ସବ କମିଟିର ଅଧକ୍ଷ ରଶ୍ମୀ ମହାପାତ୍ର ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅବସରରେ ଭୁବନେଶ୍ୱରର ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ମହିଳାଙ୍କୁ…
Read Moreଏକାମ୍ରରେ କଂଗ୍ରେସର ରୋଡ଼୍ ଶୋ
ଭୁବନେଶ୍ବର,୧୮/୫: ସାଧାରଣ ନିର୍ବାଚନ ପାଇଁ ହେବାକୁ ଯାଉଛି ମତଦାନ । ଏହି କ୍ରମରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ର ତଥା ଏହାର ଅନ୍ତର୍ଗତ ୭ଟି ବିଧାନସଭାରେ ତୀବ୍ର ହେବାରେ ଲାଗିଛି କ୍ୟାମ୍ପେନିଂ ୱାର । ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପକ୍ଷରୁ ଦଳୀୟ ପ୍ରାର୍ଥୀଙ୍କୁ ନେଇ ରୋଡ ସୋ ମାଧ୍ୟମରେ ଶକ୍ତି ପ୍ରଦର୍ଶନ କରିଛି ଦଳ । ଭୁବନେଶ୍ୱର ଲୋକସଭା ଆସନ ସାଂସଦ ପ୍ରାର୍ଥୀ ସୟଦ ୟାସିର ନଓ୍ବାଜ ଏବଂ ଏକାମ୍ର ବିଧାୟକ ପ୍ରଶାନ୍ତ ଚମ୍ପତି ତାଙ୍କ ସମର୍ଥକ ମାନଙ୍କୁ ସାଙ୍ଗରେ ଧରି ଏହି ରୋଡ ସୋ କରିଛନ୍ତି । ଲିଙ୍ଗରାଜ ମନ୍ଦିର ନିକଟରୁ ବିହାରୀ ରାମେଶ୍ବର ପାଟଣା ଛକ ପର୍ଯ୍ୟନ୍ତ ରଥ ରୋଡ଼୍ରେ ବିରାଟ ପଦଯାତ୍ରା କରାଯାଇଛି । ଏହି ଅବସରରେ ସାଂସଦ ପ୍ରାର୍ଥୀ ସୟଦ ୟାସିର ନଓ୍ବାଜ କହିଛନ୍ତି, “ପ୍ରଚାରର ପ୍ରଥମ ଦିନରୁ ହିଁ…
Read More