ରିୟଲିଟି ଶୋ ବିଜେତା ଋତୁରାଜ ଦାସଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୮/୫- ରିଏଲିଟି ଶୋ ଟିକେ ଡାନ୍ସ ଓ ଟିକେ ଆକ୍ଟିଙ୍ଗ ରେ ପ୍ରଥମ ସ୍ଥାନ ଅଧିକାର କରି ବିଜୟ ଲାଭ କରିଥିବା ସୁନ୍ଦରପଦାର ଋତୁରାଜ ଦାସଙ୍କୁ ରାଜଧାନୀ ସଂଗ୍ରାମୀ ସଂଗ୍ରାମୀ ସେବାସଙ୍ଘ ତରଫରୁ ଜୟଦେବ ଭବନ ପରିସର ଠାରେ ସମ୍ବର୍ଦ୍ଧିତ କରାଯାଇଅଛି ।ଋତୁରାଜ ତାଙ୍କର ୪୦୦  ପ୍ରତିଯୋଗୀଙ୍କୁ ନୃତ୍ୟ ଓ ଅଭିନୟ ମାଧ୍ୟମରେ ପଛରେ ପକାଇ ଏହି ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ। ରାଜଧାନୀ ସଂଗ୍ରାମୀ ସେବାସଙ୍ଘର ପ୍ରତିଷ୍ଠାତା ନାରାୟଣ ଚନ୍ଦ୍ର ଓଝାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରୋଟାରି କ୍ଳବ ଫେଲୋସିପର ସଭାପତି ଗଦାଧର ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ଋତୁରାଜ ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଋତୁରାଜ ଦାସଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥିଭାବେ ବିଶିଷ୍ଟ ସମାଜସେବୀ ଲିଙ୍ଗରାଜ ସାହୁ, ରକ୍ତଦାତା ତନ୍ମୟ ସାମନ୍ତରାୟ, ରତିକାନ୍ତ ଦାସ, ନିରଞ୍ଜନ…

Read More

ମୋର ବିଜେପିରେ ଆଉ କିଛି କାମ ନାହିଁ-ଅମୀୟ ଦାଶ, ପୁରୁଣା ଆରଏସ୍‌ଏସ୍‌ ଓ ବିଜେପି ନେତା ବିଜେଡ଼ିରେ ମିଶିଲେ, ‌ହେଲେ ସାଧାରଣ ସମ୍ପାଦକ

ମୁଖ୍ୟମନ୍ତ୍ରୀ, ୫ଟି ଅଧ୍ୟକ୍ଷ ଓ ପ୍ରଣବଙ୍କୁ ଶୁଭେଚ୍ଛା ଜଣାଇଲେ ଭୁବନେଶ୍ବର,୩/୫ – ଭୁବନେଶ୍ବରର ପୁରୁଣା ରାଷ୍ଟ୍ରୀୟ ସ୍ବୟଂ ସହାୟକ ସଂଘ ନେତା ତଥା ପୂର୍ବତନ ବିଜେପି ଜିଲ୍ଲା ସଭାପତି ଅମୀୟ ଦାଶ ବିଜେଡ଼ିରେ ଯୋଗଦେଇଛନ୍ତି। ବୁଧବାର ଅପରାହ୍ନରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କୁ ପ୍ରାର୍ଥନା କରି ମନ୍ଦିର ନିକଟରୁ ବିଶାଳ ଶୋଭାଯାତ୍ରାରେ ରଥଦାଣ୍ଡ ପରିକ୍ରମା ଶଙ୍ଖ ଭବନରେ ବିଜେଡ଼ିରେ ଯୋଗ ଦେଇଥିଲେ । ଶହ ଶହ ସମର୍ଥକଙ୍କ ସହ ବିଭିନ୍ନ ପାରମ୍ପରିକ ବାଦ୍ୟରେ ରଥ ଦାଣ୍ଡ ପରିକ୍ରମା କରି  । ଶ୍ରୀ ଦାଶ ଏନେଇ କୁହନ୍ତି ଲୋକଙ୍କୁ ଅଧିକ ସାହାଯ୍ୟ କରିବା ପାଇଁ ସେ ବିଜେଡ଼ିରେ ଯୋଗ ଦେଉଛନ୍ତି, ପିଲାଟି ବେ‌ଳୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପରିବାର ସହ ଜଡ଼ିତ ରହି କାର୍ଯ୍ୟ କରିଆସୁଥିଲି। ରାମ ମନ୍ଦିର ଆନ୍ଦୋଳନ ବେଳୁ ଭାରତୀୟ ଜନତା ପାର୍ଟିରେ ଯୋଗଦେଇ କାର୍ଯ୍ୟ କରୁଥିଲି।…

Read More

Treating the less fortunate children born with facial deformities like cleft lip and palate

A cleft lip and cleft palate are defects in a baby’s upper lip or roof of their mouth (palate). They’re congenital abnormalities (birth defects) that form during development of foetus. Cleft lips and cleft palates happen when tissues of the upper lip and roof of the mouth don’t join together properly during fetal development. In most cases, there’s no known cause of cleft lip or cleft palate, and parents can’t prevent it. Most scientists believe a combination of genetic (inherited) and environmental (folic acid deficiency, smoking, anti-seizure medications etc) factors…

Read More

ପ୍ରଦୀପ ସେବା ଟ୍ରଷ୍ଟର ଜଳଛତ୍ର ଓ ସମାଜ ମଙ୍ଗଳ ହୁଣ୍ଡି ସ୍ଥାପନା

ଭୁବନେଶ୍ବର,୨/୪: ମହତାବ୍‌ ରୋଡ଼୍‌ ନିକଟ ଆନିହାଉସ ଛକରେ ଜଳ ସେବା ଶିବିର ପ୍ରଦୀପ ସେବା ଟ୍ରଷ୍ଟ, ଗଣେଶ ବଜାର ଵେବ୍ୟସାୟ ଟ୍ରଷ୍ଟ, ଗଣେଶ ବଜ଼ାର ଅଟୋ ମାଲିକ ସଙ୍ଘ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା। ଜଳଛତ୍ରଉଦ୍‌ଘାଟନ ସହ ଅସହାୟ କର୍କଟ ପୀଡିତ ମାନଙ୍କ ନିମନ୍ତେ ଏକ ସମାଜ ମଙ୍ଗଳ ହୁଣ୍ଡିର ଶୁଭ ଉଦଘାଟନ କରାଯାଇଥିଲା ଏହି ଶିବିରକୁ ବରିଷ୍ଠ ବିଜୟ ମିଶ୍ର, ଓଡ଼ିଶା ସମାଜ ସେଵୀ ମହାସଙ୍ଘର ସଭାପତି ବାପୁ ଓଝା, ଗଣେଶ ବଜାର ବ୍ୟବସାୟ ଟ୍ରଷ୍ଟ ଓ ଗଣେଶ ବଜାର ଅଟୋ ମାଲିକ ସଙ୍ଘର ସଭାପତି ଲିଙ୍ଗରାଜ ପୃଷ୍ଟି, ପ୍ରଦୀପ ସେବା ଟ୍ରଷ୍ଟର ସମ୍ପାଦିକା ମଧୁସ୍ମିତା ପୃଷ୍ଟି, ଅଶୋକ ସାହୁ, ପ୍ରତାପ ପଣ୍ଡା, ହରେକୃଷ୍ଣ ବେହେରା, ବାସୁଦେବ ମିଶ୍ର  ଓ ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲଲେ। ଟ୍ରଷ୍ଟର ପ୍ରତିଷ୍ଠାତା ପ୍ରଦୀପ ପୃଷ୍ଟି ଏହାକୁ ପରିଚାଳନା କରିଥିଲେ।

Read More

ଆଉ ହାତବାନ୍ଧି ବସିବେନି ଷ୍ଟାମ୍ପଭେଣ୍ଡର, ଷ୍ଟାମ୍ପ ଭେଣ୍ଡରଙ୍କ ଇ-ଷ୍ଟାମ୍ପ କାର୍ଯ୍ୟାଳୟ ଉଦ୍‌ଘାଟିତ

ଭୁବନେଶ୍ୱର,୨/୪: ରାଜ୍ୟରେ ଇ- ଷ୍ଟାମ୍ପ ବ୍ୟାପକ ବ୍ୟବହାର ଯୋଗୁଁ ଷ୍ଟାମ୍ପ ବିକ୍ରିକରି ଗୁଜୁରାଣ ମେଣ୍ଟାଇ ପାରୁନଥିଲେ ଷ୍ଟାମ୍ପ ଭେଣ୍ଡର । ଇ-ଷ୍ଟାମ୍ପ ଶତକଡ଼ା ୯୦ବିକ୍ରି ହେଉଥିବା ବେଳେ ଷ୍ଟାମ୍ପ ପେପର ୧୦ଭାଗ ବିକ୍ରି ହେଉଥିଲା। ଏବେ ଷ୍ଟାମ୍ପ ଭେଣ୍ଡରଙ୍କ ଅବସ୍ଥା ସୁଧୁରିବ। ଏଣିକି ଷ୍ଟାମ୍ପ ଭେଣ୍ଡର କରିପାରିବେ ଇ-ଷ୍ଟାମ୍ପ ବିକ୍ରି। ସରକାରଙ୍କ ପକ୍ଷରୁ ୨ସପ୍ତାହ ପୂର୍ବରୁ ଏହି ଅନମତି ମିଳିଥିବା ବେଳେ ଆଜି ଷ୍ଟାମ୍ପ ଭେଣ୍ଡରଙ୍କ ଇ-ଷ୍ଟାମ୍ପ କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ଭୁବନେଶ୍ବରଠାରେ ପୁରୁଣା ବିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଏହି କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ଭୁବନେଶ୍ବର ସବ୍‌ ରେଜିଷ୍ଟାର ଜ୍ଞାନ ରଞ୍ଜନ ସାହୁ, ଖଣ୍ଡଗତରି ସବ୍‌ରେଜିଷ୍ଟାର ବିଶ୍ବଜିତ୍‌ ପ୍ରଧାନ ଓ ଷ୍ଟକ୍‌ ହୋଲଡିଂ ଓଡ଼ିଶା ମୁଖ୍ୟ ବିପିନ ବିହାରୀ ସାହୁ ଏହାକୁ ଉଦଘାଟନ କରିଥିଲେ। ଏଥିରେ ଭୁବନେଶ୍ବର ଷ୍ଟାମ୍ପ୍‌ ଭେଣ୍ଡର ସଂଘର ସଭାପତି ପ୍ରମୋଦ କୁମାର ଦ୍ବାଇଁ,…

Read More

ଭୁଆଁ ନା ବିଲେଇ, କିଏ ଏକାମ୍ର କଂଗ୍ରେସ ଟିକେଟ୍‌ ହାତେଇବ

ଭୁବନେଶ୍ବର- ଭୁଆଁ ନା ବିଲେଇ କିଏ ଏକାମ୍ର ନିର୍ବାଚନ ମଣ୍ଡଳୀରେ କଂଗ୍ରେସରୁ କିଏ ପାଇବ ଟିକେଟ୍‌ । ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ ଓରଫ ଜିତୁ ଓରଫ ବିଲେଇ ଅଛନ୍ତି। ତେବେ ସେ ପ୍ରଶାନ୍ତ କୁମାର ଚମ୍ପତି ଓରଫ ଭୁଆଁଙ୍କୁ ଆଗକୁ ଠେଲିଛନ୍ତି  । ଭୁଆଁ ଏଥର ଏକାମ୍ର ପ୍ରାର୍ଥି ହେବ ବୋଲି ବିଲେଇ କହୁଛନ୍ତି। ତେବେ ବିଶ୍ବଜିତ୍‌ ଏଥର ଏକାମ୍ରରେ କଂଗ୍ରେସ ପକ୍ଷରୁ ଠିଆ ହେବାକୁ ସମସ୍ତେ ଆଶା କରିଛନ୍ତି। ଅନ୍ୟପଟେ କଂଗ୍ରେସ ନେତା ଶିବାନନ୍ଦ ରାୟ ମଧ୍ୟ ଠିଆ ହୋଇପରନ୍ତି ବୋଲି କୁହାଯାଉଛି। ପ୍ରକାଶ ଥାଉକି ଦଳର ଅନ୍ୟତମ ଦାବିଦାର ପ୍ରଶାନ୍ତ ମହାପାତ୍ରଙ୍କ ତ୍ସୀ ରଶ୍ମୀ ମହାପାତ୍ର ଏବେ ବିଜେପିରେ ଯୋଗ ଦେଇଛନ୍ତି। । ପ୍ରଶାନ୍ତ ଚମ୍ପତି ପୂର୍ବରୁ ଶିଶୁପାଳଗଡ଼ରେ ସମିତି ସଭ୍ୟ ହୋଇଥିଲେ। ଏଥି ସହ ତାଙ୍କ ଶିଶଉପାଳଗଡ଼ ପଞ୍ଚାୟତରେ…

Read More

ମଧ୍ୟ ନିର୍ବାଚନମଣ୍ଡଳୀ, ବୁନୁଙ୍କ ବିରୋଧରେ ଚକ୍ରାନ୍ତ ଭଣ୍ଡୁର ହେବ

ଭୁବନେଶ୍ୱର,: ବିଧାୟକ ଅନନ୍ତ ନାରାୟଣ ଜେନା(ବୁନୁ) ପୁନର୍ବାର ବିଜେଡି ଟିକେଟ୍‌ ପାଇଁ ବଡ଼ ଦାବିଦାର ଥିବା ବେଳେ ଏବେ ତାଙ୍କୁ ବଦ୍‌ନାମ କରିବାକୁ ଚକ୍ରାନ୍ତ ଯୋର ଦାର ଚାଲିଛି। ନିର୍ବାଚନ ଆସିବା ବେଳେ କିଛି ବୁନୁଙ୍କ ବିରୋଧି ଏଭଳି ଚକ୍ରାନ୍ତ କରୁଥିବା ଗଣମାଧ୍ୟମ ପ୍ରତିନିଧିମାନେ ନିଜ ନାମ ଗୋପନ ରଖି କହିଛନ୍ତି। ବିଏମ୍‌ସି ମେୟର ଓ ବିଧାୟକ ରହି ବିଭିନ୍ନ ଲୋକଙ୍କୁ ସାହର୍ଯ୍ୟ କରି ସେ ମଧ୍ୟ ନିର୍ବାଚନ ମଣ୍ଡଳିରେ ବହୁ ସଂଘଠନରେ ଜଡ଼ିତ ଥିବା ସହ ବହୁମାତ୍ରାରେ ନିଜର ସ୍ବତନ୍ତ୍ର ଭୋଟ ବ୍ୟାଙ୍କ ସୃଷ୍ଟି କରିଛନ୍ତି। ମଜାଳିଆ କଥାରୁ କଥାବାର୍ତା ଆରମ୍ଭ କରୁଥିବା ବୁନୁଙ୍କୁ ଅବାକିଏ ନଜାଣେ । ତେବେ କାହା ସଙ୍ଗେ ମଜାଳିଆ କଥା କହିବା ବେଳେ ତାକୁ କଦର୍ଥ କରି ବଦନାମ୍‌  କରିବାକୁ ଏକ ଚକ୍ରାନ୍ତ କରାଯାଉଥିଲା। ହେଲେ ଏଥିରେ କିଛି ପ୍ରମାଣ…

Read More

ରଶ୍ମୀ ଆସିବା ପରେ ବିଜେପିରୁ ଏକାମ୍ରରୁ କିଏ ପାଇବ ଟିକେଟ୍‌

ଭୁବନେଶ୍ବର,(ମୁଖ୍ୟ ଖବର) ୩୦/୩- ମୁଖ୍ୟ ଖବର ଯାହା ପୂର୍ବରୁ ପ୍ରକାଶ କରିଥିଲା ତାହା ସତ ହେଲା। କଂଗ୍ରେସ ନେତ୍ରୀ ରଶ୍ମୀ ମହାପାତ୍ର କଂଗ୍ରେସରୁ ଦୂରାଇଥିବା କୁହାଯାଇଥିଲା। ଏବେ ରଶ୍ମୀ ମହାପାତ୍ର ବିଜେପିରେ ଯୋଗ ଦେଇଛନ୍ତି। ଟିକେଟ୍‌ ଆଶାରେ ନୁହେଁ ବରଂ ଦଳ ଯାହା ଦାୟିତ୍ବ ଦେବ ତାହା କରିବାକୁ ସେ ଘୋଷଣା କରିଛନ୍ତି। ତେବେ କିଏ କିଏ ହେବ ଏକାମ୍ରରେ ବିଜେପି ପ୍ରାର୍ଥି ! କିଏ ପାଇବ ଟିକେଟ୍‌ ? ପୁରୁଣା ନେତା ଥିବା ବେଳେ ନୂଆ ନେତାଙ୍କ ମଧ୍ୟରୁ ବିଜେପିରୁ ବିଜେଡ଼ିକୁ କିଏ ଟକ୍ଟର ଦେବ ତାହା ଦେଖିବାକୁ ଲୋକ ଚାହିଁ ବସିଛନ୍ତି। ଦଳର ପୂର୍ବତନ ସଭାପତି ସମୀର ମହାନ୍ତି, ବାବୁ ସିଂ, ଆମୀୟ ଦାଶ, ରଶ୍ମୀ ମହାପାତ୍ର ନା ମଦନ ମୋହନ ପ୍ରଧାନ କିଏ ଟିକେଟ୍‌ ପାଇବ ତାକୁ ନେଇ ଚର୍ଚା ବିଷୟ ପାଲଟିଛି। ପୂର୍ବତନ…

Read More

ରଶ୍ମୀ ମହାପାତ୍ର ସମର୍ଥକଙ୍କ ଚାପ, କଂଗ୍ରେସରୁ ନଲଢ଼ନ୍ତୁ

ଏକାମ୍ର ଭୁବନେଶ୍ବର,୨୬/୩( ସ୍ବତନ୍ତ୍ର ରିପୋର୍ଟ- ମୁଖ୍ୟ ଖବର ) ଦଳର ଜିଲ୍ଲା ନେତାଙ୍କ ସହଯୋଗ ନାହିଁ। ରାଜ୍ୟ କମିଟିକୁ ଯାଇଥିବା ସ୍ଥାନୀୟ ନେତାଙ୍କ ଦେଖା ମିଳୁନି। ଏଣୁ ରଶ୍ମୀ କଂଗ୍ରେସରୁ ଲଢ଼ନ୍ତୁ ନାହିଁ ବୋଲି ଏକାମ୍ର କଂଗ୍ରେସ ନେତ୍ରୀ ରଶ୍ମୀ ମହାପାତ୍ରଙ୍କ ସମର୍ଥକମାନେ ସିଧା ଶୁଣାଇ ଦେଇଛନ୍ତି। ଯାହାକୁ ନେଇ ରଶ୍ମୀ ମହାପାତ୍ର ଏବେ ଚିନ୍ତାରେ ପଡ଼ିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି। ତାଙ୍କ ସମର୍ଥକ ଓ କର୍ମଙ୍କୁ ନେଇ ସେ ଦିର୍ଘଦିନ ହେଲା ଏକାମ୍ରରେ କଂଗ୍ରେସକୁ ବଞ୍ଚାଇ ରଖିଛନ୍ତି। ଏବେ ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ବହୁ ସମର୍ଥକ ରଶ୍ମୀଙ୍କ ବାସ ଭବନକୁ ଆସି କଂଗ୍ରେସରୁ ଠିଆ ନହେବାକୁ ଏକପ୍ରକାର ନିଷ୍ପତି ଘୋଷଣା କରିଛନ୍ତି। ରଶ୍ମୀ ମହାପାତ୍ରଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କିଛି ଉତ୍ତର ଦେଇନଥିଲେ। ତେବେ ସମର୍ଥକଙ୍କୁ…

Read More

पत्रकार सुरक्षा विधेयक शामिल कि मांग की है पत्रकार संघों का संयुक्त मंच मंच के अध्यक्ष डॉ. लिंगराज साहू

चुनावी घोषणा पत्र में विशेष कानून घोषित करने की मांग नई दिल्ली: पत्रकारों की लंबे समय से चली आ रही मांग पूरी नहीं हुई है. पत्रकार सुरक्षा विधेयक को भारतीय जनता पार्टी के चुनावी घोषणा पत्र में शामिल किया जाना चाहिए। संवादिका मिलिटा मंच (पत्रकार संघों का संयुक्त मंच) ने पत्रकारों की सुरक्षा के लिए एक विशेष कानून घोषित करने की मांग की है। इसके लिए नई दिल्ली स्थित भाजपा कार्यालय में भाजपा की सह प्रभारी लता उसेंडी जी को एक मांग पत्र सौंपा गया है । मंच के अध्यक्ष…

Read More