Tripura: Utkal Diwas” was observed on the occasion of the foundation day of Odisha State

Odia Samaj Tripura Utkal Diwas” was observed on the occasion of the foundation day of Odisha State” today in Muktadhara Auditorium. Governor Indrasena Reddy Nallu inaugurated the event. On the occasion, the Governor unveiled a commemorative plaque named “Chakadola”. Inaugurating the program, Governor Indrasena Reddy Nallu said that he is happy to participate in the Utkal festival.  The Governor said, “Odisha’s heritage, culture and arts are well known in the country and abroad.” He also highlighted Odisha’s educational infrastructure, Odissi dance arts, Jagannath Temple in Puri, Surya Temple in Konark,…

Read More

ଆଉ ହାତବାନ୍ଧି ବସିବେନି ଷ୍ଟାମ୍ପଭେଣ୍ଡର, ଷ୍ଟାମ୍ପ ଭେଣ୍ଡରଙ୍କ ଇ-ଷ୍ଟାମ୍ପ କାର୍ଯ୍ୟାଳୟ ଉଦ୍‌ଘାଟିତ

ଭୁବନେଶ୍ୱର,୨/୪: ରାଜ୍ୟରେ ଇ- ଷ୍ଟାମ୍ପ ବ୍ୟାପକ ବ୍ୟବହାର ଯୋଗୁଁ ଷ୍ଟାମ୍ପ ବିକ୍ରିକରି ଗୁଜୁରାଣ ମେଣ୍ଟାଇ ପାରୁନଥିଲେ ଷ୍ଟାମ୍ପ ଭେଣ୍ଡର । ଇ-ଷ୍ଟାମ୍ପ ଶତକଡ଼ା ୯୦ବିକ୍ରି ହେଉଥିବା ବେଳେ ଷ୍ଟାମ୍ପ ପେପର ୧୦ଭାଗ ବିକ୍ରି ହେଉଥିଲା। ଏବେ ଷ୍ଟାମ୍ପ ଭେଣ୍ଡରଙ୍କ ଅବସ୍ଥା ସୁଧୁରିବ। ଏଣିକି ଷ୍ଟାମ୍ପ ଭେଣ୍ଡର କରିପାରିବେ ଇ-ଷ୍ଟାମ୍ପ ବିକ୍ରି। ସରକାରଙ୍କ ପକ୍ଷରୁ ୨ସପ୍ତାହ ପୂର୍ବରୁ ଏହି ଅନମତି ମିଳିଥିବା ବେଳେ ଆଜି ଷ୍ଟାମ୍ପ ଭେଣ୍ଡରଙ୍କ ଇ-ଷ୍ଟାମ୍ପ କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ଭୁବନେଶ୍ବରଠାରେ ପୁରୁଣା ବିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଏହି କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ଭୁବନେଶ୍ବର ସବ୍‌ ରେଜିଷ୍ଟାର ଜ୍ଞାନ ରଞ୍ଜନ ସାହୁ, ଖଣ୍ଡଗତରି ସବ୍‌ରେଜିଷ୍ଟାର ବିଶ୍ବଜିତ୍‌ ପ୍ରଧାନ ଓ ଷ୍ଟକ୍‌ ହୋଲଡିଂ ଓଡ଼ିଶା ମୁଖ୍ୟ ବିପିନ ବିହାରୀ ସାହୁ ଏହାକୁ ଉଦଘାଟନ କରିଥିଲେ। ଏଥିରେ ଭୁବନେଶ୍ବର ଷ୍ଟାମ୍ପ୍‌ ଭେଣ୍ଡର ସଂଘର ସଭାପତି ପ୍ରମୋଦ କୁମାର ଦ୍ବାଇଁ,…

Read More

ଭୁଆଁ ନା ବିଲେଇ, କିଏ ଏକାମ୍ର କଂଗ୍ରେସ ଟିକେଟ୍‌ ହାତେଇବ

ଭୁବନେଶ୍ବର- ଭୁଆଁ ନା ବିଲେଇ କିଏ ଏକାମ୍ର ନିର୍ବାଚନ ମଣ୍ଡଳୀରେ କଂଗ୍ରେସରୁ କିଏ ପାଇବ ଟିକେଟ୍‌ । ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ ଓରଫ ଜିତୁ ଓରଫ ବିଲେଇ ଅଛନ୍ତି। ତେବେ ସେ ପ୍ରଶାନ୍ତ କୁମାର ଚମ୍ପତି ଓରଫ ଭୁଆଁଙ୍କୁ ଆଗକୁ ଠେଲିଛନ୍ତି  । ଭୁଆଁ ଏଥର ଏକାମ୍ର ପ୍ରାର୍ଥି ହେବ ବୋଲି ବିଲେଇ କହୁଛନ୍ତି। ତେବେ ବିଶ୍ବଜିତ୍‌ ଏଥର ଏକାମ୍ରରେ କଂଗ୍ରେସ ପକ୍ଷରୁ ଠିଆ ହେବାକୁ ସମସ୍ତେ ଆଶା କରିଛନ୍ତି। ଅନ୍ୟପଟେ କଂଗ୍ରେସ ନେତା ଶିବାନନ୍ଦ ରାୟ ମଧ୍ୟ ଠିଆ ହୋଇପରନ୍ତି ବୋଲି କୁହାଯାଉଛି। ପ୍ରକାଶ ଥାଉକି ଦଳର ଅନ୍ୟତମ ଦାବିଦାର ପ୍ରଶାନ୍ତ ମହାପାତ୍ରଙ୍କ ତ୍ସୀ ରଶ୍ମୀ ମହାପାତ୍ର ଏବେ ବିଜେପିରେ ଯୋଗ ଦେଇଛନ୍ତି। । ପ୍ରଶାନ୍ତ ଚମ୍ପତି ପୂର୍ବରୁ ଶିଶୁପାଳଗଡ଼ରେ ସମିତି ସଭ୍ୟ ହୋଇଥିଲେ। ଏଥି ସହ ତାଙ୍କ ଶିଶଉପାଳଗଡ଼ ପଞ୍ଚାୟତରେ…

Read More

ମଧ୍ୟ ନିର୍ବାଚନମଣ୍ଡଳୀ, ବୁନୁଙ୍କ ବିରୋଧରେ ଚକ୍ରାନ୍ତ ଭଣ୍ଡୁର ହେବ

ଭୁବନେଶ୍ୱର,: ବିଧାୟକ ଅନନ୍ତ ନାରାୟଣ ଜେନା(ବୁନୁ) ପୁନର୍ବାର ବିଜେଡି ଟିକେଟ୍‌ ପାଇଁ ବଡ଼ ଦାବିଦାର ଥିବା ବେଳେ ଏବେ ତାଙ୍କୁ ବଦ୍‌ନାମ କରିବାକୁ ଚକ୍ରାନ୍ତ ଯୋର ଦାର ଚାଲିଛି। ନିର୍ବାଚନ ଆସିବା ବେଳେ କିଛି ବୁନୁଙ୍କ ବିରୋଧି ଏଭଳି ଚକ୍ରାନ୍ତ କରୁଥିବା ଗଣମାଧ୍ୟମ ପ୍ରତିନିଧିମାନେ ନିଜ ନାମ ଗୋପନ ରଖି କହିଛନ୍ତି। ବିଏମ୍‌ସି ମେୟର ଓ ବିଧାୟକ ରହି ବିଭିନ୍ନ ଲୋକଙ୍କୁ ସାହର୍ଯ୍ୟ କରି ସେ ମଧ୍ୟ ନିର୍ବାଚନ ମଣ୍ଡଳିରେ ବହୁ ସଂଘଠନରେ ଜଡ଼ିତ ଥିବା ସହ ବହୁମାତ୍ରାରେ ନିଜର ସ୍ବତନ୍ତ୍ର ଭୋଟ ବ୍ୟାଙ୍କ ସୃଷ୍ଟି କରିଛନ୍ତି। ମଜାଳିଆ କଥାରୁ କଥାବାର୍ତା ଆରମ୍ଭ କରୁଥିବା ବୁନୁଙ୍କୁ ଅବାକିଏ ନଜାଣେ । ତେବେ କାହା ସଙ୍ଗେ ମଜାଳିଆ କଥା କହିବା ବେଳେ ତାକୁ କଦର୍ଥ କରି ବଦନାମ୍‌  କରିବାକୁ ଏକ ଚକ୍ରାନ୍ତ କରାଯାଉଥିଲା। ହେଲେ ଏଥିରେ କିଛି ପ୍ରମାଣ…

Read More

ରଶ୍ମୀ ଆସିବା ପରେ ବିଜେପିରୁ ଏକାମ୍ରରୁ କିଏ ପାଇବ ଟିକେଟ୍‌

ଭୁବନେଶ୍ବର,(ମୁଖ୍ୟ ଖବର) ୩୦/୩- ମୁଖ୍ୟ ଖବର ଯାହା ପୂର୍ବରୁ ପ୍ରକାଶ କରିଥିଲା ତାହା ସତ ହେଲା। କଂଗ୍ରେସ ନେତ୍ରୀ ରଶ୍ମୀ ମହାପାତ୍ର କଂଗ୍ରେସରୁ ଦୂରାଇଥିବା କୁହାଯାଇଥିଲା। ଏବେ ରଶ୍ମୀ ମହାପାତ୍ର ବିଜେପିରେ ଯୋଗ ଦେଇଛନ୍ତି। ଟିକେଟ୍‌ ଆଶାରେ ନୁହେଁ ବରଂ ଦଳ ଯାହା ଦାୟିତ୍ବ ଦେବ ତାହା କରିବାକୁ ସେ ଘୋଷଣା କରିଛନ୍ତି। ତେବେ କିଏ କିଏ ହେବ ଏକାମ୍ରରେ ବିଜେପି ପ୍ରାର୍ଥି ! କିଏ ପାଇବ ଟିକେଟ୍‌ ? ପୁରୁଣା ନେତା ଥିବା ବେଳେ ନୂଆ ନେତାଙ୍କ ମଧ୍ୟରୁ ବିଜେପିରୁ ବିଜେଡ଼ିକୁ କିଏ ଟକ୍ଟର ଦେବ ତାହା ଦେଖିବାକୁ ଲୋକ ଚାହିଁ ବସିଛନ୍ତି। ଦଳର ପୂର୍ବତନ ସଭାପତି ସମୀର ମହାନ୍ତି, ବାବୁ ସିଂ, ଆମୀୟ ଦାଶ, ରଶ୍ମୀ ମହାପାତ୍ର ନା ମଦନ ମୋହନ ପ୍ରଧାନ କିଏ ଟିକେଟ୍‌ ପାଇବ ତାକୁ ନେଇ ଚର୍ଚା ବିଷୟ ପାଲଟିଛି। ପୂର୍ବତନ…

Read More

ରଶ୍ମୀ ମହାପାତ୍ର ସମର୍ଥକଙ୍କ ଚାପ, କଂଗ୍ରେସରୁ ନଲଢ଼ନ୍ତୁ

ଏକାମ୍ର ଭୁବନେଶ୍ବର,୨୬/୩( ସ୍ବତନ୍ତ୍ର ରିପୋର୍ଟ- ମୁଖ୍ୟ ଖବର ) ଦଳର ଜିଲ୍ଲା ନେତାଙ୍କ ସହଯୋଗ ନାହିଁ। ରାଜ୍ୟ କମିଟିକୁ ଯାଇଥିବା ସ୍ଥାନୀୟ ନେତାଙ୍କ ଦେଖା ମିଳୁନି। ଏଣୁ ରଶ୍ମୀ କଂଗ୍ରେସରୁ ଲଢ଼ନ୍ତୁ ନାହିଁ ବୋଲି ଏକାମ୍ର କଂଗ୍ରେସ ନେତ୍ରୀ ରଶ୍ମୀ ମହାପାତ୍ରଙ୍କ ସମର୍ଥକମାନେ ସିଧା ଶୁଣାଇ ଦେଇଛନ୍ତି। ଯାହାକୁ ନେଇ ରଶ୍ମୀ ମହାପାତ୍ର ଏବେ ଚିନ୍ତାରେ ପଡ଼ିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି। ତାଙ୍କ ସମର୍ଥକ ଓ କର୍ମଙ୍କୁ ନେଇ ସେ ଦିର୍ଘଦିନ ହେଲା ଏକାମ୍ରରେ କଂଗ୍ରେସକୁ ବଞ୍ଚାଇ ରଖିଛନ୍ତି। ଏବେ ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ବହୁ ସମର୍ଥକ ରଶ୍ମୀଙ୍କ ବାସ ଭବନକୁ ଆସି କଂଗ୍ରେସରୁ ଠିଆ ନହେବାକୁ ଏକପ୍ରକାର ନିଷ୍ପତି ଘୋଷଣା କରିଛନ୍ତି। ରଶ୍ମୀ ମହାପାତ୍ରଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କିଛି ଉତ୍ତର ଦେଇନଥିଲେ। ତେବେ ସମର୍ଥକଙ୍କୁ…

Read More

पत्रकार सुरक्षा विधेयक शामिल कि मांग की है पत्रकार संघों का संयुक्त मंच मंच के अध्यक्ष डॉ. लिंगराज साहू

चुनावी घोषणा पत्र में विशेष कानून घोषित करने की मांग नई दिल्ली: पत्रकारों की लंबे समय से चली आ रही मांग पूरी नहीं हुई है. पत्रकार सुरक्षा विधेयक को भारतीय जनता पार्टी के चुनावी घोषणा पत्र में शामिल किया जाना चाहिए। संवादिका मिलिटा मंच (पत्रकार संघों का संयुक्त मंच) ने पत्रकारों की सुरक्षा के लिए एक विशेष कानून घोषित करने की मांग की है। इसके लिए नई दिल्ली स्थित भाजपा कार्यालय में भाजपा की सह प्रभारी लता उसेंडी जी को एक मांग पत्र सौंपा गया है । मंच के अध्यक्ष…

Read More

ଭୁବନେଶ୍ବର ସାମ୍ବାଦିକ ସଂଘ, ପ୍ରତାପ ଚନ୍ଦ୍ର ପ୍ରଧାନ ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ

ଭୁବନେଶ୍ବର (ମୁଖ୍ୟ ଖବର): ଉତ୍କଳ ସାମ୍ବାଦିକ ସଂଘ ସହବନ୍ଧିତ ଭୁବନେଶ୍ୱର ସାମ୍ବାଦିକ ସଂଘର ସଭାପତି ନିର୍ବାଚନ ପ୍ରକ୍ରିୟା ଉତ୍କଳ ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ସେ ଏକକ ମନୋନୟନ ପତ୍ର ଦାଖଲ କରିଥିଲେ। ତାଙ୍କ ବିପକ୍ଷରେ ପ୍ରାର୍ଥୀପତ୍ର ଦାଖଲ କରି ନ ଥିବାରୁ ପ୍ରତାପ ପୁନର୍ବାର ନିର୍ଦ୍ବନ୍ଦ୍ବରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହି ଅବସରରେ ଭୁବନେଶ୍ବର ସାମ୍ବାଦିକ ସଂଘ ପକ୍ଷରୁ ଶ୍ରୀ ପ୍ରଧାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର ଶୁଭେଚ୍ଛା ଜଣାଇଛନ୍ତି।  ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭୂବନେଶ୍ବର ସାମ୍ବାଦିକ ସଂଘର ସଭାପତି ଭାବେ ମୋତେ ପୁନଃ ନିର୍ବାଚିତ କରିଥିବାରୁ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରୁଛି। ସଂଘର…

Read More

Sambadika Milita Mancha submits demand letters to BJP & Congress in Delhi for inclusion of Journalist protection bill in poll manifesto

Bhubaneswar: The long standing demand of the journalists has not been fulfilled. Introduction of Journalists’ Protection Bill should be included in the poll manifesto of the Bharatiya Janata Party. The Sambadika Milita Mancha (Joint Forum of Journalists’ Associations) has demanded to declare a special law for the protection of journalists. For this, a demand letter has been submitted to Lata Usendi Ji, who is the Co- Incharge of the BJP at the BJP office in New Delhi. A representative congregation led by the convenor of the Mancha Dr Lingaraj Sahoo…

Read More

ଧମେନ୍ଦ୍ର ଲଢ଼ିବେ ସମ୍ବଲପୁରରୁ, ଚିନ୍ତାରେ ଅନ୍ୟଦଳ ନେତା,

ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରୁ ଲଢ଼ିବେ, ତାଙ୍କ ବିରୁଦ୍ଧରେ ବିଜେଡ଼ିର ଯୁବ ନେତା ତଥା ପାୱାରଫୁଲ ନେତା ବବି ଦାସ । ତେବେ ଧମେନ୍ଦ୍ର ପ୍ରଧାନ ସମ୍ବଲପୁର ମାଟିର ହୋଇଥିବାରୁ ଅନ୍ୟ ଦଳର ନେତା ଏବେ ଚିନ୍ତାରେ ଅଛନ୍ତି। ଧର୍ମେନ୍ଦ୍ର ପ୍ରଧାନ, ଖାଲି ଓଡିଶାର ନୁହଁ, ଜାତୀୟ ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା । ଦୀର୍ଘ ଦଶ ବର୍ଷ ଧରି କେନ୍ଦ୍ରରେ ଅତି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦରେ ରହି ନିଜ ପ୍ରତିଭାରେ ଖାଲି ଦେଶରେ ନୁହେଁ, ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି l ଆସନ୍ତା ୨୪ ସାଧାରଣ ନିର୍ବାଚନରେ ଧର୍ମେନ୍ଦ୍ର ପ୍ରଧାନ କେଉଁ ଆସନରୁ ନିର୍ବାଚନ ଲଢ଼ିବେ ତାହା ଜାଣିବା ପାଇଁ ସମସ୍ତେ ଅପେକ୍ଷା କରିଥିଲେ l ଆଜି ଦଳ ପକ୍ଷରୁ ଔପଚାରିକ ଭାବରେ ଘୋଷଣା ହୋଇଛି, ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ସଂସଦୀୟ…

Read More